Browsing Tag

COVID-19 Vaccination

ରାଜ୍ୟରେ କୋଭିଡ ଟିକାକରଣରେ ନୂଆ ମାଇଲଖୁଣ୍ଟ, ୪ କୋଟି ଡୋଜ୍ ଟପିଲା

ଭୁବନେଶ୍ୱର- ରାଜ୍ୟରେ ତ୍ୱରାନ୍ୱିତ ହେଉଛି କୋଭିଡ ଟିକାକରଣ । ଟିକାକକରଣରେ ନୂଆ ମାଇଲଖୁଂଟ ଅତିକ୍ରମ କରିଛି ଓଡିଶା । ରାଜ୍ୟରେ ଟିକାକରଣ ୪ କୋଟି ଡୋଜ୍ ଟପିଛି । ରାଜ୍ୟ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟବାସୀଙ୍କ ସହଯୋଗ ଓ ସ୍ୱାସ୍ଥ୍ୟକର୍ମୀଙ୍କ…

ରାଜ୍ୟରେ କୋଭିଡ ଟିକାକରଣ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣ କେନ୍ଦ୍ର ବୃଦ୍ଧି କରାଯାଇଛି । ପୂର୍ବରୁ ୧୬୦୦ କେନ୍ଦ୍ର ଥିଲା । ଏବେ ଏହି ସଂଖା ୨୪୦୦ ହୋଇଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗ୍ରାମାଂଚଳକୁ ଫୋକସରେ ରଖି ଟିକାକରଣ କେନ୍ଦ୍ର ଖୋଲାଯାଉଛି…

ରାଜ୍ୟରେ କୋଭିଡ ଟିକାକରଣ ତ୍ୱରାନ୍ୱିତ ପାଇଁ ଆଜିଠାରୁ ଅଭିଯାନ

ଭୁବନେଶ୍ୱର- କୋଭିଡ ଟିକାକରଣ ତ୍ୱରାନ୍ୱିତ କରିବା ପାଇଁ ଆଜିଠାରୁ ରାଜ୍ୟରେ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ଟିକା ନେଇ ନ ଥିବା ଓ ଗୋଟିଏ ଡୋଜ୍ ନେଇଥିବା ଲୋକଙ୍କ ତଥ୍ୟ ଘର ଘର ବୁଲି ସଂଗ୍ରହ କରାଯିବ । ଏହାପରେ ନିକଟସ୍ଥ ଟିକାକରଣ କେନ୍ଦ୍ରରେ ସେମାନଙ୍କୁ ଟିକା ଦେବାର ବ୍ୟବସ୍ଥା…