Browsing Tag

COVID-19 Vaccine

ଖୁବ୍‌ଶୀଘ୍ର ସରକାରୀ ଟିକାକରଣ କେନ୍ଦ୍ରରେ ମାଗଣା ମିଳିବ ସ୍ପୁଟନିକ୍‌-ଭି

ନୂଆଦିଲ୍ଲୀ: ସାରା ଦେଶରେ କୋଭିଡ୍‌-୧୯ ବିରୋଧୀ ଟିକାକରଣ ଜାରି ରହିଛି । ଟିକାକରଣରେ ସମ୍ପ୍ରତି କୋଭାକ୍ସିନ, କୋଭିଶିଲ୍ଡ ସହ ସ୍ପୁଟନିକ-ଭି ଟିକା ବ୍ୟବହାର କରାଯାଉଛି । ରୁଷୀୟ ଟିକା ସ୍ପୁଟନିକ-ଭି ଏବେ ଦେଶର କିଛି ନିର୍ଦ୍ଦିଷ୍ଟ ଘରୋଇ ହସ୍ପିଟାଲରେ ହିଁ ଦିଆଯାଉଛି । ତେବେ ଘରୋଇ ହସ୍ପିଟାଲରେ…

ଦିନକରେ ରାଜ୍ୟରେ ରେକର୍ଡ ଟିକାକରଣ, ୪ ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଗଲା କୋଭିଡ ଟିକା

ଭୁବନେଶ୍ୱର- କୋଭିଡ ଟିକାକରଣରେ ଓଡିଶାରେ ନୂଆ ରେକର୍ଡ । ଗୋଟିଏ ଦିନରେ ସର୍ବାଧିକ ଲୋକଙ୍କୁ ଟିକା ଦିଆଯିବାରେ ରେକର୍ଡ କରିଛି ଓଡିଶା । ଆଜି ଦିନକରେ ୪ ଲକ୍ଷ ଟପିଛି କୋଭିଡ ଟିକାକରଣ । ୧୭୩୫ କେନ୍ଦ୍ରରେ ୪ ଲକ୍ଷ ୨ ହଜାର ୪୩୪ ଜଣଙ୍କୁ ଟିକାଦାନ ହୋଇଛି । ଏହି ସଫଳତା ପାଇଁ ସ୍ୱାସ୍ଥ୍ୟ ସେବା…

ରାଜ୍ୟର ୧୭୩୦ କେନ୍ଦ୍ରରେ ଆଜି ଟିକାକରଣ, ଗଞ୍ଜାମ ଜିଲ୍ଲାରେ ମିଳିବ କୋଭାକ୍ସିନ

ଭୁବନେଶ୍ୱର- ଆଜି ରାଜ୍ୟରେ ୧ ହଜାର ୭୩୦ କେନ୍ଦ୍ରରେ କୋଭିଡ ଟିକାକରଣ ହେବ । ରାଜ୍ୟରେ ୩ ଲକ୍ଷ ୯୧ ହଜାର ୫୪୦ କୋଭାକ୍ସିନ ଟିକା ମହଜୁଦ ରହିଛି । ୯ ଲକ୍ଷ ୫୨ ହଜାର ୮୨୦ କୋଭିଶିଲଡ ଟିକା ମହଜୁଦ ରହିଛି । ଆଜିଠାରୁ ଭୁବନେଶ୍ୱରରେ ବିନା ବୁକିଂରେ ଟିକା ମିଳିବ । ଗଞ୍ଜାମ ଜିଲ୍ଲାରେ ଆଜିଠାରୁ…

ରାଜ୍ୟରେ କୋଭିଡ୍ ପ୍ରଥମ ଡୋଜ୍ ନେଇଥିବା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଟପିଲା

ଭୁବନେଶ୍ୱର- କୋଭିଡ ଟିକାକରଣରେ ଆଉ ପାଦେ ଆଗେଇଛି ଓଡିଶା । ଏକ ଐତିହାସିକ ମାଇଲଖୁଂଟ ଅତିକ୍ରମ କରିଛି । ରାଜ୍ୟରେ ଏକ କୋଟିରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ସଫଳତାର ସହ କୋଭିଡର ପ୍ରଥମ ଡୋଜ୍ ଦିଆଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।…

ଭାରତରେ ଜରୁରୀ ବ୍ୟବହାର ପାଇଁ ମଡେର୍ଣ୍ଣା ଟିକାକୁ ମିଳିପାରେ ଅନୁମତି

ନୂଆଦିଲ୍ଲୀ: ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ ଆମେରିକୀୟ ଔଷଧ ନିର୍ମାତା ମଡେର୍ଣ୍ଣାର କୋଭିଡ୍ ଟିକାକୁ ଖୁବଶୀଘ୍ର ଅନୁମତି ମିଳିବା ସମ୍ଭାବନା ରହିଛି । ମଡେର୍ଣ୍ଣା ଏନେଇ ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ ଡିସିଜିଆଇଙ୍କ ନିକଟରେ ଆବେଦନ କରିଛି । ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ…

ଗୁଜବରେ ବିଶ୍ୱାସ ନ କରି ଟିକା ନେବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: କରୋନା ଟିକା ନେଇ ଗୁଜବ ଉପରେ ବିଶ୍ୱାସ ନ କରି ସମସ୍ତେ ଟିକା ନିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିବେଦନ କରିଛନ୍ତି । ମୁଁ ଓ ମୋ ଶହେ ବର୍ଷର ମାଆ ମଧ୍ୟ ଟିକାର ଉଭୟ ଡୋଜ୍ ନେଇଛୁ । ଆପଣମାନେ ସମସ୍ତେ ଟିକା ନିଅନ୍ତୁ ଓ ଅନ୍ୟମାନଙ୍କୁ ମଧ୍ୟ ଟିକା…

ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ୟୁ-ଟର୍ଣ୍ଣ, କହିଥିଲେ ୨୧୬ କୋଟି ଡୋଜ୍ ଦିଆଯିବ, ଏବେ କହୁଛନ୍ତି ୧୩୫ କୋଟି ଡୋଜ୍…

ନୂଆଦିଲ୍ଲୀ: ଦେଶରେ ଟିକାକରଣ ନେଇ ୟୁ-ଟର୍ଣ୍ଣ କରିଛନ୍ତି କେନ୍ଦ୍ର ସରକାର । ମେ’ରେ ସରକାର କହିଥିଲେ ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ୨୧୬ କୋଟି ଟିକା ଡୋଜ୍ ଉପଲବ୍ଧ ହେବ । ହେଲେ ଶନିବାର ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ ସରକାର ବର୍ଷ ଶେଷ ସୁଦ୍ଧା କେବଳ ୧୩୫ କୋଟି ଡୋଜ୍ ମିଳିବ ବୋଲି…