Browsing Tag

COVID Lockdown

କ୍ୟାଟୋଗୋରୀ ଏ ଜିଲ୍ଲା ତାଲିକାରେ ଅନୁଗୁଳ,ଢେଙ୍କାନାଳ ଓ କେନ୍ଦୁଝର, କମ୍ ସଂକ୍ରମିତ ଜିଲ୍ଲାଗୁଡିକରୁ ହଟିଲା…

ଭୁବନେଶ୍ୱର – ଜୁଲାଇ ପାଇଁ ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ୍‌ସରେ କିଛି ନୂତନତ୍ୱ ଦେଖିବାକୁ ମିଳିଛି । ଗ୍ରୀନ୍ ଜୋନ ଜିଲ୍ଲା ତାଲିକାରେ ଆଉ ତିନିଟି ଜିଲ୍ଲାକୁ ସାମିଲ କରାଯାଇଛି । ସେଗୁଡିକ ହେଲା କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୁଳ । ଏସବୁ ଜିଲ୍ଲାର ସଂକ୍ରମଣ ହାର ୫ ପ୍ରତିଶତରୁ କମ୍…

ଜୁଲାଇ ୧୬ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ ବୃଦ୍ଧି, କ୍ୟାଟୋଗୋରୀ ଏ ଜିଲ୍ଲାରେ କଟକଣା କୋହଳ

ଭୁବନେଶ୍ୱର- ରାଜ୍ୟ ସରକାର ଜୁଲାଇ ମାସ ପାଇଁ କୋଭିଡ ଗାଇଡଲାଇନ ଘୋଷଣା କରିଛନ୍ତି । ରାଜ୍ୟରେ ଜୁଲାଇ ୧୬ ଯାଏଁ ବଳବତ୍ତର ରହିବ ଆଂଶିକ ଲକଡାଉନ୍ । କ୍ୟାଟୋଗୋରୀ ଏ ଜିଲ୍ଲାରେ ସକାଳ ୬ ଟାରୁ ସଂଧ୍ୟା ୬ଟାଯାଏଁ କଟକଣା କୋହଳ ହେବ । ୨୦ଟି ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ ଯାଏଁ ସବୁ ଦୋକାନ…

ରାଜ୍ୟରେ ଆଜିଠାରୁ ଆଂଶିକ ଲକଡାଉନ ଆରମ୍ଭ,୧୭ଟି ଜିଲ୍ଲାରେ ସଂଧ୍ୟା ୫ଟା ଯାଏଁ ଦୋକାନ ଖୋଲା

ଭୁବନେଶ୍ୱର- ଆଜିଠାରୁ ରାଜ୍ୟରେ ଲାଗୁ ହୋଇଛି ଆଂଶିକ ଲକଡାଉନ । ଜୁଲାଇ ପହିଲା ଯାଏ ଏହା ବଳବତ୍ତ ରହିବ । ସାପ୍ତାହିକ ସଟଡାଉନ ଓ ରାତ୍ରକାଳୀନ କର୍ଫ୍ୟୁ ମଧ୍ୟ ପୂର୍ବଭଳି ଜାରି ରହିବ । ୧୭ଟି ଜିଲ୍ଲାରେ କଟକଣା କୋହଳ କରାଯାଇଛି ।ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଥିବା ଦକ୍ଷିଣ ଓ ପଶ୍ଚିମ…

ରାଜ୍ୟରେ ଜୁଲାଇ ପହିଲା ଯାଏଁ ଆଂଶିକ ଲକଡାଉନ, ଦକ୍ଷିଣ ଓ ପଶ୍ଚିମ ଓଡିଶାର ୧୭ଟି ଜିଲ୍ଲାରେ କୋହଳ ସମୟସୀମା ବୃଦ୍ଧି

ଭୁବନେଶ୍ବର: ରାଜ୍ୟ ସରକାର କୋଭିଡ୍ ଲକଡାଉନ୍ ସମ୍ବନ୍ଧୀୟ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାରେ ୧୭ ଜୁନ୍ ସକାଳ ୫ଟାରୁ ୧ ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ। ପୂର୍ବ ଭଳି ସପ୍ତାହନ୍ତ ସଟ୍‌ଡାଉନ୍ ସମସ୍ତ ଜିଲ୍ଲାରେ ଜାରି ରହିବ।…

ରାଜ୍ୟ ସରକାରଙ୍କ ନୂଆ କୋଭିଡ ଗାଇଡଲାଇନ, ୧୭ଟି ଜିଲ୍ଲାରେ ବଢିଲା କୋହଳ ସମୟସୀମା, ଜୁଲାଇ ପହିଲା ଯାଏଁ ଲକଡାଉନ୍ ଜାରି

ଭୁବନେଶ୍ୱର- ରାଜ୍ୟ ସରକାର ନୂଆ କୋଭିଡ ଗାଇଡଲାଇନ ଜାରି କରିଛନ୍ତି । ରାଜ୍ୟର ୧୭ଟି ଜିଲ୍ଲାରେ କୋଭିଡ କଟକଣା କୋହଳ କରାଯାଇଛି । ଦକ୍ଷିଣ ଓ ପଶ୍ଚିମ ଓଡିଶାର ୧୭ଟି ଜିଲ୍ଲାରେ ଲକଡାଉନ କୋହଳ କରାଯାଇଛି । ଏଥିସହିତ ଜୁଲାଇ ପହିଲା ଯାଏଁ ଆଂଶିକ ଲକଡାଉନ ଜାରି ରହିବ । ଦକ୍ଷିଣ ଓ ପଶ୍ଚିମ…