Browsing Tag

Cuttack IIFL robbery

ଆଇଆଇଏଫଏଲ ଡକାୟତି ଘଟଣାରେ ଆଉ ୨ ଗିରଫ

କଟକ- ନୟାସଡକ ଆଇଆଇଏଫଏଲ ଡକାୟତି ଘଟଣାରେ ଆଉ ଦୁଇଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ସୁନା ଗହଣା ଦୋକାନର ମାଲିକ । ସେମାନେ ହେଲେ ସରୋଜ ପୃଷ୍ଟି ଓ ଲଳିତ ସୋନି । ଏମାନେ ଆଇଆଇଏଫଏଲ ଡକାୟତି ଘଟଣାର ମାଷ୍ଟରମାଇଣ୍ଡ୍ ଲାଲା ଅମ୍ରିତ ରାୟର ସହଯୋଗୀ । ଗିରଫ ଦୁଇ ଜଣଙ୍କୁ ପରେ କୋର୍ଟ ଚାଲାଣ…

ଆଇଆଇଏଫଏଲରୁ ଲୁଟ ମାମଲାରେ ନୂଆ ଲିଙ୍କ୍ , ଚୋରି ସୁନା ଲୁଚାଇ ରଖିଥିବା ଅଭିଯୋଗରେ ମାନ୍ନାପୁରମ ଗୋଲ୍ଡ ଲୋନ…

କଟକ- କଟକ ନୟାସଡକ ଆଇଆଇଏଫଏଲ ସଂସ୍ଥାରୁ ଲୁଟ୍ ଘଟଣାର ନୂଆ ଲିଙ୍କ୍ ସାମନାକୁ ଆସିଛି । ଏହି ମାମଲାରେ ବଜ୍ରକବାଟୀ ମାନ୍ନାପୁରମ ଗୋଲ୍ଡ ଲୋନ୍ ମ୍ୟାନେଜରଙ୍କୁ ଉଠାଇନେଇଛି ପୋଲିସ । ଲୁଟ ସୁନା ଲୁଚାଇ ରଖିବା ମାମଲାରେ ମ୍ୟାନେଜରଙ୍କୁ ପଚରାଉଚରା କରାଯାଉଛି । ମ୍ୟାନେଜରଙ୍କୁ ପୋଲିସ ଉଠାଇ ନେବାରୁ…

ଆଇଆଇଏଫଏଲ ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟ ସମେତ ୬ ଗିରଫ, ଲୁଟ୍‌ରେ ସହଯୋଗ କରିଥିଲେ ମହିଳା ସହକର୍ମୀ

କଟକ – କଟକ ଆଇଆଇଏଫଏଲ ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟ ଗିରଫ ହୋଇଛି । ଅମ୍ରିତ ରାୟ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି । ଅମ୍ରିତଠାରୁ ଅଡି କାର୍ ଓ ବୁଲେଟ ଜବତ କରାଯାଇଛି । ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ଯେ, ଜବତ ଗାଡି ଅନ୍ୟ ନାଁରେ କିଣି ନିଜେ ରଖିଥିଲା ଅମ୍ରିତ…

କଟକ ନୟାସଡକ ଆଇଆଇଏଫଏଲରୁ ଡକାୟତି ଘଟଣାରେ ପୋଲିସ କମିଶନରଙ୍କ ଖୁଲାସା : ସଂସ୍ଥାର ୨ କର୍ମଚାରୀ ହିଁ ମାଷ୍ଟରମାଇଣ୍ଡ୍

ଭୁବନେଶ୍ୱର- କଟକ ନୟାସଡକ ସ୍ଥିତ ଏକ ଅର୍ଥ ଲଗାଣକାରୀ ସଂସ୍ଥା-ଆଇଆଇଏଫଏଲରୁ ଗତ ୧୯ ତାରିଖରେ ହୋଇଥିବା ଲୁଟ୍ ଘଟଣାରରେ ସେହି ସଂସ୍ଥାର କର୍ମଚାରୀ ହିଁ ମାଷ୍ଟରମାଇଣ୍ଡ୍ । ସେମାନେ ହେଲେ ଲାଲା ଅମୃତ ରାୟ ଓ ବାପୁ ରଂଜନ ବେହେରା । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏକ ପ୍ରେସମିଟରେ ଏହି ଖୁଲାସା…