Browsing Tag

Cuttack

ରୋଗୀ ସଂଖ୍ୟା କମୁଥିବାରୁ ରାଜ୍ୟରେ ବନ୍ଦ ହେବ ଦୁଇଟି କୋଭିଡ ହସପିଟାଲ

ଭୁବନେଶ୍ୱର- କୋଭିଡ ରୋଗୀଙ୍କ ସଂଖ୍ୟା କମ୍ ହେଉଥିବାରୁ ୨ଟି ଜିଲ୍ଲାରେ ଚାଲିଥିବା କୋଭିଡ ହସପିଟାଲ । ୨୦ ତାରିଖରୁ ବ୍ରହ୍ମପୁର ଉପକଂଠ ସ୍ଥିତ ଟାଟା କୋଭିଡ ହସପିଟାଲ ବନ୍ଦ ହେବ । ୩୧ ତାରିଖରୁ କଟକର ଅଶ୍ୱିନୀ କୋଭିଡ ହସପିଟାଲ ବି ବନ୍ଦ ହେବ । ରୋଗୀ ଆଡମିଶନ ବନ୍ଦ କରିବା ପାଇଁ ଟାଟା କୋଭିଡ…

କଟକ ସହରର ସେରୋସର୍ଭେ ରିପୋର୍ଟ, ୪୬ ଦଶମିକ ୩୯ ପ୍ରତିଶତ ଲୋକଙ୍କଠାରେ ଆଂଟିବଡି

ଭୁବନେଶ୍ୱର- କଟକ ସହରରେ ୪୬ ଦଶମିକ ୩୯ ପ୍ରତିଶତ ଲୋକଙ୍କଠାରେ କୋଭିଡ ଆଂଟିବଡି ଅଛି । ଏମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକଙ୍କଠାରେ କୌଣସି ଲକ୍ଷଣ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟରେ କୁହାଯାଇଛି । କଟକ ସହରରେ ସେରୋସର୍ଭେ ରିପୋର୍ଟ ନେଇ ପ୍ରେସମିଟରେ ଆରଏମଆରସି…

ଆଜିଠୁ ୫ ତାରିଖ ଯାଏଁ କଟକରେ ସେରୋ ସର୍ଭେ

କଟକ- ଆଜିଠାରୁ କଟକରେ ସେରୋ ସର୍ଭେ ଆରମ୍ଭ ହୋଇଛି । ସହରର ପ୍ରତି ୱାର୍ଡରେ ୬୦ ଜଣ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଟେଷ୍ଟ କରାଯିବ । ରକ୍ତ ନମୁନା ସଂଗ୍ରହ ହୋଇଥିବା ଲୋକଙ୍କ ପରିଚୟ ଗୁପ୍ତ ରଖାଯିବ । କଟକରେ ଆସନ୍ତା ୫ ତାରିଖ ଯାଏଁ ଚାଲିବ ସେରୋ ସର୍ଭେ ।