Browsing Tag

cyclone Amphan

ବାତ୍ୟା ଅମ୍ଫାନ ପାଇଁ ଓଡିଶାକୁ ୧୨୮.୨୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା

ନୂଆଦିଲ୍ଲୀ – ବାତ୍ୟା ଅମ୍ଫାନ ଜନିତ କ୍ଷୟକ୍ଷତି ପାଇଁ ଓଡିଶାକୁ ୧୨୮ ଦଶମିକ ୨୩ କୋଟି ଟଙ୍କାର ଅତିରିକ୍ତ ଅନୁଦାନ ସହାୟତା ରାଶିକୁ ଅନୁମୋଦନ କରିଛି କେନ୍ଦ୍ର । ପୁନର୍ବାସ ଓ ଥଇଥାନ କାମ ପାଇଁ ଏହି ସହାୟତା ମିଳିବ । ଏନଡିଆରଏଫ ଅଧୀନସ୍ଥ ଏହି ସହାୟତା ରାଶି ଦିଆଯିବ । କେନ୍ଦ୍ର ଗୃହ…