Browsing Tag

Ganjam Administration

କୋଭିଡ ସୁପରିଚାଳନା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ମିଳିଲା ସ୍କଚ୍ ଅର୍ଡର ଅଫ ମେରିଟ୍‌

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାକୁ ଜାତୀୟସ୍ତରରେ ଆଉ ଏକ ସ୍ୱୀକୃତି କୋଭିଡ-୧୯ର ସଫଳ ପରିଚାଳନା ପାଇଁ ପୁଣି ଥରେ ଗଞ୍ଜାମକୁ ସ୍ୱୀକୃତି । ଗୋଷ୍ଠୀ ସହଭାଗିତାରେ କୋଭିଡ ମହାମାରୀର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ମିଳିଛି ସମ୍ମାନଜନକ ସ୍କଚ୍ ଅର୍ଡର ଅଫ ମେରିଟ୍ ସମ୍ମାନ ।…

୪ରୁ ଖୋଲିବ ଗଞ୍ଜାମ ଜିଲ୍ଲାର ସବୁ ମନ୍ଦିର, କାଲିଠାରୁ ତାରାତାରାଣୀ ମନ୍ଦିର

ବ୍ରହ୍ମପୁର - ଆସନ୍ତା ୪ ତାରିଖରୁ ଗଞ୍ଜାମ ଜିଲ୍ଲାରେ ସବୁ ମନ୍ଦିର ଖୋଲିବ । କୋରୋନା କଟକଣା ମଧ୍ୟରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ସୁଯୋଗ ମିଳିବ । ପ୍ରସିଦ୍ଧ ଶକ୍ତିପୀଠ ମାଆ ତାରାତାରିଣୀଙ୍କ ମନ୍ଦିର ଆସନ୍ତାକାଲିଠାରୁ ପୁଣି ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ । ମନ୍ଦିର ଉପରକୁ ଯାନବାହନ ନିଷେଧ…

ପୁଣି ଚାଲୁ ହେଲା ଗଞ୍ଜାମ ଜିଲ୍ଲାପାଳଙ୍କ ମୋ ସରକାର ସେଲ୍

‌ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାପାଳ ପୁଣି ଥରେ ମୋ ସରକାର ସେଲ୍ ଚାଲୁ କରିଛନ୍ତି । ବିଭିନ୍ନ ଯୋଜନାର ହିତାଧିକାରୀଙ୍କଠାରୁ ମତାମତ ଲୋଡିବା ପାଇଁ ‘ମୋ ସରକାର’ ସେଲ୍ ଉଦ୍ଦିଷ୍ଟ । କୌଣସି ଆପତ୍ତି ଅଭିଯୋଗ ଥିଲେ ଲୋକେ ଟୋଲ୍ ଫ୍ରି ନମ୍ବରକୁ କଲ୍ କରି ଜଣାଇ ପାରିବେ । ଟୋଲ୍ ଫ୍ରି ନମ୍ବର ହେଲା –…

କୋରୋନାର ନୂଆ ଷ୍ଟ୍ରେନ ନେଇ ସତର୍କ ରହିବାକୁ ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ବିନାନୁମତିରେ ହେଡକ୍ୱାର୍ଟର ଛାଡିବେ…

ଛତ୍ରପୁର- ବ୍ରିଟେନରେ କୋରୋନାର ଏକ ନୂଆ ଷ୍ଟ୍ରେନ୍ ନେଇ ସାରା ଭାରତରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏ ଦିଗରେ ସାବଧାନତା ଅବଲମ୍ବନ କରିବାକୁ କହିଛନ୍ତି । ବ୍ରିଟେନ ଫେରନ୍ତାଙ୍କ ଉପରେ ନଜର ରଖିବା ପାଇଁ କୁହାଯାଇଛି । ଏ ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାପାଳ…

ଗଞ୍ଜାମ: ପ୍ରଶାସନର ମିଳିତ ଚଢାଉ ,ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ

ବଡଗଡ଼: ଗଞ୍ଜାମ ଜିଲ୍ଲାର ବଡଗଡ଼ ଥାନା ଅନ୍ତର୍ଗତ ଗଉଡଗୋଠ ପେଡିପଦର ଘାଟି ଅଞ୍ଚଳରେ ଲାଗିଥିବା ପ୍ରାୟ ୮୦ ଏକର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଧେଶ କ୍ରମେ ଶନିବାର ଏକ ସ୍ୱତନ୍ତ୍ର ମିଳିତ ଟିମ ଏହି ଚଢାଉ କରିଥିବା ବେଳେ ବିପୁଳ…