୪ରୁ ଖୋଲିବ ଗଞ୍ଜାମ ଜିଲ୍ଲାର ସବୁ ମନ୍ଦିର, କାଲିଠାରୁ ତାରାତାରାଣୀ ମନ୍ଦିର

ବ୍ରହ୍ମପୁର – ଆସନ୍ତା ୪ ତାରିଖରୁ ଗଞ୍ଜାମ ଜିଲ୍ଲାରେ ସବୁ ମନ୍ଦିର ଖୋଲିବ । କୋରୋନା କଟକଣା ମଧ୍ୟରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ସୁଯୋଗ ମିଳିବ । ପ୍ରସିଦ୍ଧ ଶକ୍ତିପୀଠ ମାଆ ତାରାତାରିଣୀଙ୍କ ମନ୍ଦିର ଆସନ୍ତାକାଲିଠାରୁ ପୁଣି ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ । ମନ୍ଦିର ଉପରକୁ ଯାନବାହନ ନିଷେଧ କରାଯାଇଛି । ମନ୍ଦିରକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ଗାଡି ବ୍ୟବସ୍ଥା କରାଯାଇଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ।

Comments are closed.