Browsing Tag

Ganjam District

କୋରୋନା ମୁକାବିଲା : ଗଞ୍ଜାମ ଜିଲ୍ଲାରେ ସରକାରୀ ମେଡିକାଲରେ ରହିବ ଆଇସୋଲେସନ ବେଡ୍

‌ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାରେ ସରକାରୀ ମେଡିକାଲରେ ରହିବ ଆଇସୋଲେସନ ବେଡ୍ । ଜିଲ୍ଲାରେ ମୋଟ ୩୩ଟି ସ୍ଥାନରେ ୩୩୮ଟି ଆଇସୋଲେସନ ବେଡ୍ ରହିବ । ଏହାଛଡା ଉତ୍ସର୍ଗୀକୃତ କୋଭିଡ ମେଡିକାଲରେ ସର୍ବାଧିକ ୧୫୦ ଆଇସୋଲେସନ ବେଡ୍ ରହିବ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହି ସୂଚନା…

ଗଂଜାମ ଜିଲ୍ଲାରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବ ଆସ୍କାରେ ନବନିର୍ମିତ ସେତୁ : ନବୀନ

ଭୁବନେଶ୍ବର: ଖୁସିର କଥା, ଆଜି ଆସ୍କାରେ ଏକ ଗୁରୁତ୍ବପୂର୍ଣ୍ଣ ସେତୁର ଉଦଘାଟନ କରାଗଲା । ବ୍ରିଟିଶ ସମୟର ଦୁଇଟି ପୁରୁଣା ସେତୁକୁ ଭଙ୍ଗାଯାଇ ଏହାକୁ ନିର୍ମାଣ କରାଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳର ରାସ୍ତା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ସଂଯୋଗ ଭାବେ କାର୍ଯ୍ୟ କରିବ । ଆସ୍କା, ଭଞ୍ଜନଗର,…

ବ୍ରହ୍ମପୁରକୁ ନୂଆ ପରିଚୟ ଦେବେ ନବୀନ

ଭାରତରେ ଚଣ୍ଡିଗଡ଼, ଆଉ ଓଡ଼ିଶାରେ ବ୍ରହ୍ମପୁର । ଦୁଇଟି ଭିତରେ ସମାନତା କଣ ରହିଛି ପ୍ରଶ୍ନ କଲେ ଉତ୍ତର ମିଳିବ ରକ୍ ଗାର୍ଡେନ୍। ଚଣ୍ଡିଗଡ଼ରେ ଦେଶର ପ୍ରଥମ ପ୍ରସ୍ତର ଉଦ୍ୟାନ ନିର୍ମାଣ କରାଯାଇଥିବା ବେଳେ ବ୍ରହ୍ମପୁରରେ ଆମ ରାଜ୍ୟର ପ୍ରଥମ ତଥା ଦେଶର ଦ୍ବିତୀୟ ରକ୍ ଗାର୍ଡେନ୍ ନିର୍ମାଣ ଚାଲିଛି…

ଗଞ୍ଜାମ ସ୍କୁଲମାନଙ୍କରେ ଏକ ସଫଳ ପ୍ରୟୋଗ: କିଚେନ୍ ଗାର୍ଡେନ

କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଦୀର୍ଘ ଦିନ ହେବ ବନ୍ଦ ରହିଥିବା ବିଦ୍ୟାଳୟ ହତା ଏବେ ଖୋଲିବାର ସମ୍ଭାବନା ସୃଷ୍ଟି ହୋଇଛି।ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବିଦ୍ୟାଳୟ ହତାକୁ ନୂଆ ରୂପ ଦେବାର ପ୍ରୟାସ କରୁଛି ବିଦ୍ୟାଳୟ ଓ…