Browsing Tag

Gopalpur MLA Pradeep Panigrahi

ଠକେଇ ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ

ଭୁବନେଶ୍ୱର- ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ । ଏକ ଚାକିରି ଠକେଇ ମାମଲାରେ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ଆଜି ବିବାଦୀୟ ବିଧାୟକଙ୍କୁ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରିଛି । ଭାବି ଜ୍ୱାଇଁ ଆକାଶ ପାଠକଙ୍କ ତରଫରୁ ଟାଟା ମୋଟର୍ସ କଂପାନିରେ ଚାକିରି ଦେବା…

ଚାକିରୀ ଠକେଇ ଅଭିଯୋଗ ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଂଚର ପଚରାଉଚରା

ଭୁବନେଶ୍ୱର- ଜନବିରୋଧୀ କାର୍ଯ୍ୟକଳାପ ଯୋଗୁଁ ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହୋଇପାରନ୍ତି । କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା-ଇଓଡବ୍ଲୁ ବିଧାୟକଙ୍କୁ ପଚରାଉଚରା କରୁଛି । ଲୋକଙ୍କୁ ଚାକିରୀ ଦେବା ନାଁରେ ଠକେଇ ଅଭିଯୋଗରେ ତାଙ୍କର ଭୂମିକା…

ଖୋଲିବାରେ ଲାଗିଛି ପ୍ରଦୀପ ପାଣିଗ୍ରାହୀଙ୍କ ବେଆଇନ୍ ଆର୍ଥିକ କାରବାର, ଗୋଟିଏ ଆକାଉଂଟରେ ଜମା ହୋଇଛି ଅଢେଇ କୋଟି ଟଙ୍କା…

ବ୍ରହ୍ମପୁର – ପାଠକ ବାପା-ପୁଅଙ୍କ ଆୟ ବହିର୍ଭୂତ ସଂପତି ଠୁଳ ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କ୍ ସାମନାକୁ ଆସିବାରେ ଲାଗିଛି । ବ୍ରହ୍ମପୁରରେ ଭିଜିଲାନ୍ସ ଏସଆଇଟିର ଖୋଳତାଡରୁ ଜଣାପଡିଛି ଯେ, ସ୍ଥାନୀୟ କୋର୍ଟପେଟା ଆଇସିଆଇସିଆଇ ବ୍ୟାଙ୍କରେ ପ୍ରଦୀପ ପାଣିଗ୍ରାହୀଙ୍କ ଗୋଟିଏ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କଳା କାରନାମାର ହିସାବ ରଖିଲା ବିଜେଡି

ଭୁବନେଶ୍ୱର- ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗର ଲମ୍ବା ଫର୍ଦ୍ଦ ଖୋଲି ତୀବ୍ର ଆକ୍ରମଣ କରିଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, କୋଭିଡ ବିରୋଧରେ ସାରା ରାଜ୍ୟ ଲଢେଇ କରୁଥିବା ବେଳେ ପ୍ରଦୀପ ଚାଟାର୍ଡ ଫ୍ଲାଇଟରେ ବୁଲି ଅୟସ କରୁଥିଲେ । ଦାମୀ…