Browsing Tag

Gopalpur MLA Pradeep Panigrahi

ଚାକିରୀ ଠକେଇ ମାମଲାରେ ଆକାଶଙ୍କ ସଂପୃକ୍ତି ନେଇ ସ୍ପଷ୍ଟ କଲା କ୍ରାଇମବ୍ରାଂଚ, ଟାଟା ମୋଟର୍ସର ଏମଡି ଭାବେ କହି ଲୋକଙ୍କୁ…

ଭୁବନେଶ୍ୱର- ଚାକିରି ଠକେଇ ମାମଲାରେ ଆକାଶ ପାଠକଙ୍କ ସଂପୃକ୍ତି ବିଷୟରେ କ୍ରାଇମବ୍ରାଂଚ ପକ୍ଷରୁ ପ୍ରେସମିଟ୍ କରାଯାଇ ଅଧିକ ସୂଚନା ଦିଆଯାଇଛି । ଅନେକ ଚାକିରୀ ଆଶାୟୀଙ୍କୁ ଆକାଶ ପାଠକ ଠକିଛନ୍ତି । ନିଜକୁ ଟାଟା ମୋଟର୍ସର ଏମଡି କହି ଲୋକଙ୍କୁ ଠକୁଥିଲେ ଆକାଶ । କିଛି ଚାକିରି ଆଶାୟୀ ମୋଟା…

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାରେ ଆଜି ଲୋକାୟୁକ୍ତରେ ଶୁଣାଣି

ଭୁବନେଶ୍ୱର- ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାର ଆଜି ଲୋକାୟୁକ୍ତରେ ଶୁଣାଣି ହେବ । ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ସୁପାରିସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ପ୍ରଥମ ଥର…

ପାଠକ ବାପ-ପୁଅ, ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଇଡିର ଖୋଳତାଡ, ୩ଟି ମାମଲା ରୁଜୁ

ଭୁବନେଶ୍ୱର- ପାଠକ ବାପ-ପୁଅ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ଟି ମାମଲା ରୁଜୁ କରି ସେମାନଙ୍କ ଆର୍ଥିକ କାରବାର ସଂପର୍କରେ ଖୋଳତାଡ କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ବ୍ୟାଙ୍କରୁ ମିଳିଥିବା ତଥ୍ୟ ଅନୁଧ୍ୟାନ କରୁଛି ଇଡି । ପାଠକ ବାପ-ପୁଅ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେରା…