Browsing Tag

High School Transformation

୫-ଟିରେ ସ୍କୁଲ ରୂପାନ୍ତରଣ: ଦ୍ବିତୀୟ ପର୍ଯ୍ୟାୟରେ ଆଜି ହିଞ୍ଜିଳିର ଆଉ ୧୦ଟି ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଆମ ଓଡିଶାର ପିଲାମାନେ କାହା ଠାରୁ କମ୍ ନୁହନ୍ତି, ସୁଯୋଗ ଦେଲେ ସେମାନେ ଇତିହାସ ସୃଷ୍ଟି କରିପାରିବେ,ହକିରେ ଅଲମ୍ପିକ ମେଡାଲ ଏହାର ପ୍ରକୃଷ୍ଟ ଉଦାହରଣ- ମୁଖ୍ୟମନ୍ତ୍ରୀ  ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ଆଉ…

କୌଣସି ବଡ଼ ସହରର ଦାମୀ ସ୍କୁଲଠୁ କମ୍ ନୁହେଁ ଆମ ସରକାରୀ ହାଇସ୍କୁଲ

ଲେଖକ : ପ୍ରତିଭା ନେପାକ କରୋନା ହେତୁ ଅନେକ ଦିନ ପରେ ବିଦ୍ୟାଳୟରେ ଆମ ପାଦ ପଡ଼ିଲା। ହେଲେ ଗତ ବର୍ଷ ଯେତେବେଳେ ଶେଷ ଥର ସ୍କୁଲ ଆସିଥିଲୁ, ଆଉ ଏବେ ଯେତେବେଳେ ସ୍କୁଲ ଆସିଲୁ ଆକାଶପାତାଳ ଫରକ ଦେଖିଲୁ। ଆମ କ୍ଲାସ୍ ରୁମ୍‌ରେ ଆଉ ସେ ପୁରୁଣା କାଠର ଲମ୍ବା ଲମ୍ବା ଚେୟାର ଟେବୁଲ ନଥିଲା। ଗୋଟିଏ…

ଆଜି ଗଞ୍ଜାମ ଜିଲ୍ଲାରୁ ‘ସ୍ମାର୍ଟ ସ୍କୁଲ୍‌’ର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ୫-ଟି ହାଇସ୍କୁଲ ରୂପାନ୍ତରଣ ଯୋଜନା ଅଧୀନରେ ରୂପାନ୍ତରିତ ବିଦ୍ୟାଳୟଗୁିକର ଲୋକାର୍ପଣ ଆଜି ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡରୁ ସ୍ମାର୍ଟ ସ୍କୁଲ୍ ଲୋକାର୍ପଣ ଆରମ୍ଭ କରିବେ । ଭିଡିଓ କନଫରେନସିଂ ଜରିଆରେ…

ସ୍ମାର୍ଟ ପୀଢି ପାଇଁ ସ୍ମାର୍ଟ ଶିକ୍ଷା : ହିଞ୍ଜିଳି ପ୍ରୟୋଗଶାଳାରୁ ଶିକ୍ଷା ସାଧନର ‘ନବୀନିକରଣ’

ଆଉ ରହିବନି କାନ୍ଥରେ କଳାପଟା। ତାର ସ୍ଥାନ ନେବ ଧଳା ବୋର୍ଡ ଯେଉଁଥିରେ ଅଡିଓ - ଭିଜୁଆଲ ମାଧ୍ୟମରେ ପାଠପଢ଼ା ସହ ଆବଶ୍ୟକ ସ୍ଥଳେ ସ୍ବତନ୍ତ୍ର କଲମରେ ଲେଖିହେବ। ପୁରୁଣାକାଳିଆ ଟିଣ ଛପର ଘର ବଦଳରେ ପିଲାଏ ଅତ୍ୟାଧୁନିକ ସୁବିଧା ସମ୍ପନ୍ନ ଶ୍ରେଣୀକକ୍ଷରେ ବସି ଆରାମଦାୟକ ଭାବେ ପଢ଼ିବେ। ପିଲାଙ୍କୁ…

ଡିଜିଟାଲ ଟେକ୍ନୋଲୋଜିରେ ଦକ୍ଷ ହେବେ ଶିକ୍ଷକ: ୫ଟି ହାଇସ୍କୁଲ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମରେ ଆରମ୍ଭ ହେଲା ସ୍ଵତନ୍ତ୍ର…

ଭୁବନେଶ୍ବର: ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ରାଜ୍ୟ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା '୫ -ଟି' ହାଇସ୍କୁଲ୍ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମ ଅନ୍ତର୍ଗତ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୁରୁବାରଠାରୁ ଆରମ୍ଭ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ…