Browsing Tag

IAS Reshuffle

ଆଇଏଏସ ସ୍ତରରେ ଅଦଳବଦଳ : ରାଜକୁମାର ଶର୍ମା ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ, ଗୃହ ସଚିବ ସଂଜୀବ ଚୋପ୍ରା କୃଷି ଉତ୍ପାଦନ…

ଭୁବନେଶ୍ୱର- ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ ହୋଇଛି । କୃଷି ଉତ୍ପାଦନ କମିଶନର ଥିବା ରାଜକୁମାର ଶର୍ମାଙ୍କୁ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ଭାବେ ନିିଯୁକ୍ତି ଦିଆଯାଇଛି । ସେ ମଧ୍ୟ ଔଷଧ ନିଗମ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଗୃହ ବିଭାଗର ସଚିବ ଥିବା ସଂଜୀବ ଚୋପ୍ରାଙ୍କୁ କୃଷି…

ପ୍ରଦୀପ୍ତ ମହାପାତ୍ରଙ୍କୁ ଓଏଫଡିସି ଅଧ୍ୟକ୍ଷ ଭାବେ ବଦଳି

ଭୁବନେଶ୍ୱର - ଆଇଏଏସ୍ ସ୍ତରରେ ଅଦଳବଦଳ ହୋଇଛି । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଓଏଫଡିସି ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ମାସେ କାଳ ଛୁଟିରେ ଥିଲେ । ଆଜି ସେ କାର୍ଯ୍ୟରେ ଯୋଗ ଦେବାପରେ ବଦଳି ନିର୍ଦ୍ଦେଶ ଆସିଛି ।…

ଆଇଏଏସ ସ୍ତରରେ ଅଦଳବଦଳ : ବିଶାଲ ଦେବ ନୂଆ ଅର୍ଥ ସଚିବ, ଅଶୋକ ମୀନାଙ୍କୁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଦାୟିତ୍ୱ

ଭୁବନେଶ୍ୱର- ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଅଶୋକ ମୀନାଙ୍କୁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେ ବର୍ତ୍ତମାନ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଛନ୍ତି । ପର୍ଯ୍ୟଟନ ଓ କ୍ରୀଡା ବିଭାଗ ସଚିବ ବିଶାଲଦେବଙ୍କୁ ଅର୍ଥ ବିଭାଗର ସଚିବ ଦାୟିତ୍ୱ…