Browsing Tag

ICC World Test Championship

ପ୍ରଥମ ଦଳ ଭାବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ନ୍ୟୁଜିଲାଣ୍ଡ

ଦୁବାଇ - କୋଭିଡ୍-୧୯ ଯୋଗୁଁ ଅଷ୍ଟ୍ରେଲିଆର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ସ୍ଥଗିତ ରହିବା ପରେ ନ୍ୟୁଜିଲାଣ୍ଡ ପ୍ରଥମ ଦଳ ଭାବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲକୁ ଉନ୍ନୀତ ହୋଇଛି । ନ୍ୟୁଜିଲାଣ୍ଡର ଏବେ ୭୦ ପ୍ରତିଶତ ପଏଣ୍ଟ୍ ରହିଛି । ଅଷ୍ଟ୍ରେଲିଆର ଦକ୍ଷିଣ ଆଫ୍ରିକା ଗସ୍ତ ସ୍ଥଗିତ…

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌: ଦ୍ୱିତୀୟ ସ୍ଥାନ ବଜାୟ ରଖିଲା ଭାରତ

ଦୁବାଇ – ମେଲବୋର୍ଣ୍ଣ ଟେଷ୍ଟରେ ଚମତ୍କାର ବିଜୟ ପରେ ଆଇସିସ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ପଏଣ୍ଟ ତାଲିକାରେ ଭାରତ ଦ୍ୱିତୀୟ ସ୍ଥାନ ବଜାୟ ରଖିଛି । ଏଥିସହ ଭାରତର ଫାଇନାଲ ଆଶା ମଧ୍ୟ ଉଜ୍ଜୀବିତ ରହିଛି । ବକ୍ସିଂ ଡେ ଟେଷ୍ଟରେ ୮ ୱିକେଟ୍‌ରେ ବିଜୟ ପରେ ଭାରତ ଆଉ ୩୦ ପଏଣ୍ଟ ହାସଲ କରିଛି ।…