Browsing Tag

ICMR Chief Balram Bhargava

ଆଇସିଏମ୍‌ଆର ମୁଖ୍ୟ କରୋନା ପଜିଟିଭ୍‌

ନୂଆଦିଲ୍ଲୀ – ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କୋଭିଡ୍‌-୧୯ ପଜିଟିଭ୍ ହୋଇଛନ୍ତି । ତାଙ୍କୁ ଏମ୍ସ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିବା ଆଇସିଏମଆରର ଜଣେ ଅଧିକାରୀ କହିଛନ୍ତି । ନିଜେ ଜଣେ କାର୍ଡିଓଲୋଜିଷ୍ଟ୍ ଭାର୍ଗବ ୭-୮ ଦିନ ତଳେ…