Browsing Tag

IMD

ରାଜ୍ୟରେ ଶୀତ ବଢିବ, ଆସନ୍ତାକାଲି ସକାଳ ଯାଏଁ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର-ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ଗତକାଲି ରାତିରେ ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା । ତେବେ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ଯେ, ରାଜ୍ୟରେ ଶୀତ ଆହୁରି ବଢିବ । ଉତ୍ତର –ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବହୁଥିବାରୁ ରାଜ୍ୟରେ ଶୀତ ବଢିବ…

ରାଜ୍ୟରେ ଆସନ୍ତା ୪-୫ ଦିନରେ ବଢିବ ଶୀତର ପ୍ରକୋପ

ଭୁବନେଶ୍ୱର- ରାଜ୍ୟରେ ଆସନ୍ତା ୪-୫ ଦିନ ମଧ୍ୟର ଶୀତର ପ୍ରକୋପ ବଢିବା ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ବାୟୁ ଆଜିଠାରୁ ଓଡିଶା ମଧ୍ୟକୁ ପ୍ରବେଶ କରିବା ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା…

ଆଜି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର –ଗଭୀର ଅବପାତରେ ପରିଣତ ହୋଇଥିବା ବାତ୍ୟା ଜୱାଦ ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ବର୍ଷା ଲାଗି ରହିଛି । ପବନର ବେଗ କମ୍ ରହିଥିବା ବେଳେ ବର୍ଷା ଲାଗି ରହିଛି । ତେବେ ଆଜି ପାଇଁ ରାଜ୍ୟର ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ…

ବର୍ଷାରେ ଭିତ୍ତିଭୂମି ନଷ୍ଟ ଆଶଙ୍କା କମ୍‌, ବାତ୍ୟା ଗଲା ପରେ ଚାଷଜନିତ କ୍ଷୟକ୍ଷତିକୁ ପ୍ରାଥମିକତା ଭିତ୍ତିରେ ଆକଳନ…

ଭୁବନେଶ୍ୱର- ବାତ୍ୟା ଜୱାଦ ବର୍ତ୍ତମାନ ବିଶାଖାପାଟଣାରୁ ୨୧୦ କିଲୋମିଟର, ଗୋପାଳପୁରଠାରୁ ୩୨୦ କିଲୋମିଟର, ପୁରୀରୁ ୩୯୦ କିମି, ପାରାଦୀପରୁ ୪୭୦ କିମି ଦୂରରେ ରହିଛି । ଘଣ୍ଟାକୁ ୬ କିଲୋମିଟର ବେଗରେ ବାତ୍ୟା ଗତି କରୁଛି । ବାତ୍ୟା ରିକର୍ଭ ହୋଇ ବେଗ କମିବ ବୋଲି ଆଇଏମଡି ସୂଚନାକୁ ଭିତ୍ତି କରି…

ଗଞ୍ଜାମ ଜିଲ୍ଲାରେ ୨୨୬ ଗର୍ଭବତୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର, ବ୍ରହ୍ମପୁରରେ ନାଳ ସଫେଇ ତ୍ବରାନ୍ବିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ବାତ୍ୟା ସମୟରେ ଗର୍ଭବତୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ଆସିଛି। ସେଥିପାଇଁ ସାରା ଜିଲ୍ଲାରେ ପ୍ରସୂତୀଙ୍କୁ ଆଗୁଆ ସୁରକ୍ଷିତ ପ୍ରସବ ସକାଶେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଯେମିତି ବାତ୍ୟା ସମୟରେ ସେମାନଙ୍କୁ କୋୖଣସି ସମସ୍ୟାର ସମ୍ମୁଖୀନ…