Browsing Tag

IMD

ଦୁର୍ବଳ ହେଉଛି ବାତ୍ୟା ଜୱାଦ, ପୁରୀରେ ପଂହଚିଲା ବେଳକୁ ଗଭୀର ଅବପାତରେ ପରିଣତ ହେବ

ଭୁବନେଶ୍ୱର- ଧୀରେ ଧୀରେ ଦୁର୍ବଳ ହେବ ବାତ୍ୟା ଜୱାଦ । ପୁରୀରେ ପହଞ୍ଚିଲା ବେଳକୁ ବାତ୍ୟା ଦୁର୍ବଳ ହୋଇସାରିଥିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗଭୀର ଅବପାତ ରୂପରେ ବାତ୍ୟା ପୁରୀର ନିକଟତର ହେବ । ଆଗାମୀ ୧୨ ଘଣ୍ଟାରେ ବାତ୍ୟା ଦୁର୍ବଳ ହେବ । ଦିଗ ପରିବର୍ତ୍ତନ କରି ଉତ୍ତର…

ସମୁଦ୍ର ଭିତରେ ଘଣ୍ଟା ପ୍ରତି ୬ କିମି ବେଗରେ ଗତି କରୁଛି ବାତ୍ୟା ‘ଜୱାଦ’ : ଏ ଯାଏଁ ପାରାଦୀପରେ ସର୍ବାଧିକ ବର୍ଷା

ଭୁବନେଶ୍ୱର- ବାତ୍ୟା ଜୱାଦ ସମୁଦ୍ର ଭିତରେ ଘଣ୍ଟା ପ୍ରତି ୬ କିଲୋମିଟର ବେଗରେ ଗତି କରୁଛି । ପବନର ବେଗ ଘଣ୍ଟା ପ୍ରତି ୭୫ରୁ ୮୦ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ କହିଛି । ପୁରୀ ଜିଲ୍ଲାରେ ଆସନ୍ତାକାଲି ଲ୍ୟାଣ୍ଡଫଲ୍ କରିବା ଜୱାଦ । ବାତ୍ୟା ଦୃଷ୍ଟିରୁ ପୁରୀ ଓ ଗୋପାଳପୁର ବନ୍ଦରରେ ୭…

ସ୍ଥଳଭାଗ ଆଡେ ମୁହାଁଉଛି ବାତ୍ୟା, ଚାରଟି ଜିଲ୍ଲାକୁ ୨୪ ଘଣ୍ଟା ପାଇଁ ରେଡ୍ ଆଲର୍ଟ

ଭୁବନେଶ୍ୱର- ବଙ୍ଗୋପସାଗରରେ ଶକ୍ତିଶାଳୀ ହୋଇ ବାତ୍ୟା ଜୱାଦ ସ୍ଥଳଭାଗ ମୁହାଁ ହୋଇଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରୁ ଘଣ୍ଟା ପ୍ରତି ୬ କିଲୋମିଟର ବେଗରେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତାକାଲି ମଧ୍ୟାହ୍ନରେ ପୁରୀ ଜିଲ୍ଲା ଉପକୂଳ ନିକଟରେ ପହଂଚି ପଶ୍ଚିମବଙ୍ଗ…

ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ, ୫ ତାରିଖ ମଧ୍ୟାହ୍ନରେ ପୁରୀ ନିକଟରେ ଲ୍ୟାଣ୍ଡଫଲ୍‌, ସରକାରୀ କର୍ମଚାରୀଙ୍କ ଛୁଟି…

ଭୁବନେଶ୍ୱର-ବାତ୍ୟା ‘ଜୱାଦ’ରେ ପରିଣତ ହୋଇଛି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ । ଆଜି ପୂର୍ବାହ୍ନରେ ବାତ୍ୟାର ରୂପ ନେଇଛି ଗଭୀର ଅବପାତ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରେସନିଟରେ ଏହି ସୂଚନା ଦେଇଛନ୍ତି । ବାତ୍ୟା ଆସନ୍ତାକାଲି ସକାଳ ସୁଦ୍ଧା…

ପୁରୀ ଜିଲ୍ଲାରେ ଲ୍ୟାଣ୍ଡଫଲ୍ କରିପାରେ ସମ୍ଭାବ୍ୟ ବାତ୍ୟା, ଆଜି ମଧ୍ୟରାତ୍ରିରୁ ବଢିବ ବର୍ଷା, ୪ ଜିଲ୍ଲାକୁ ରେଡ୍…

ଭୁବନେଶ୍ୱର – ବଙ୍ଗୋର ସାଗରରେ ଗଭୀର ଅବପାତ ୮ରୁ ୧୦ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ । ପ୍ରେସମିଟରେ ଏ ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ପୁରୀ ଜିଲ୍ଲାର କୌଣସି ସ୍ଥାନରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ସେ କହିଛନ୍ତି । ୪ ତାରିଖ ସଂଧ୍ୟା କିମ୍ବା ୫ ତାରିଖ ଦିନ ସକାଳେ…