Browsing Tag

IMD

ବାତ୍ୟା ଅପଡେଟ୍ : ଗଭୀର ଅବପାତରେ ପରିଣତ ହେଲା ଅବପାତ

ଭୁବନେଶ୍ୱର- ସମ୍ଭାବ୍ୟ ବାତ୍ୟାର ସ୍ଥିତି ନେଇ ପାଣିପାଗ ବିଭାଗର ସୂଚନା । ବିଶାଖାପାଟଣାଠାରୁ ୫୮୦ କିଲୋମିଟର ଦୂରରେ ରହିଛି ଗଭୀର ଅବପାତ । ଗୋପାଳପୁରଠାରୁ ୬୭୦ ଓ ପାରାଦୀପଠାରୁ ୭୬୦ କିଲୋମିଟର ଦୂରରେ ରହିଛି । ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୩୨ କିଲୋମିଟର ବେଗରେ ଅଗ୍ରସର ହେଉଛି ଡିପ୍…

ଡିପ୍ରେସନ ପରେ ହିଁ ଅଧିକ ସ୍ପଷ୍ଟ ହେବ ବାତ୍ୟାର ଗତିପଥ : ଆଇଏମଡି ଡିିଜି

ଭୁବନେଶ୍ୱର – ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ଯେ, ଆସନ୍ତା ୪ ତାରିଖରେ ଉତ୍ତର-ଆନ୍ଧ୍ର ଏବଂ ଓଡିଶା ଉପକୂଳରେ ବାତ୍ୟା ପହଂଚିବ । ୩ ତାରିଖ ରାତିରୁ ବର୍ଷା ଆରମ୍ଭ ହୋଇଯିବ । ପବନର ବେଗ ଘଣ୍ଟାକୁ ସର୍ବାଧିକ ୧୦୦ କିଲୋମିଟର ରହିବ ବୋଲି ଆଇଏମଡି…

ୱେଲ୍ ମାର୍କ୍‌ଡ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ ବଳୟ

ଭୁବନେଶ୍ୱର - ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବଳୟ ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପ ୧୨ ଘଣ୍ଟାରେ ଅବପାତରେ ପରିଣତ ହେବ ଓ ୨୪ ଘଣ୍ଟାରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଆସନ୍ତାକାଲିଠାରୁ ପବନର ବେଗ…

ଆଜି ଅବପାତରେ ପରିଣତ ହେବ ଲଘୁଚାପ, ସ୍ପଷ୍ଟ ହେବ ବାତ୍ୟା ଚିତ୍ର

ଭୁବନେଶ୍ୱର- ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ କେନ୍ଦ୍ରୀଭୂତ ହୋଇଛି । ଆଜି ଏହା ଅବପାତରେ ରୂପାନ୍ତରିତ ହେବା ସମ୍ଭାବନା ରହିଛି । ଆସନ୍ତାକାଲି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେଇପାରେ । ବାତ୍ୟା ରୂପ ନେଲେ ଆସନ୍ତା ୪…