Browsing Tag

Indian Test Team

ଶୁକ୍ରବାର ଠାରୁ ବ୍ରିସବେନ୍‌ରେ ସିରିଜ୍ ନିର୍ଣ୍ଣାୟକ ଚତୁର୍ଥ ଟେଷ୍ଟ, ଅଷ୍ଟ୍ରେଲିଆର ‘ଅଭେଦ୍ୟ ଦୁର୍ଗ’ ଦଖଲ ଲକ୍ଷ୍ୟରେ…

ବ୍ରିସବେନ - ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ସିରିଜ୍ ନିର୍ଣ୍ଣାୟକ ଟେଷ୍ଟ ଶୁକ୍ରବାର ଠାରୁ ସ୍ଥାନୀୟ ଗାବା ଷ୍ଟାଡିୟମରେ ଆରମ୍ଭ ହେଉଛି । ପ୍ରତିକୂଳ ପରିସ୍ଥିତିରେ ସିଡନୀ ଟେଷ୍ଟରେ ପ୍ରଶଂସନୀୟ ପ୍ରଦର୍ଶନ ସହ ପରାଜୟ ଏଡାଇବା ପରେ ଅଜିଙ୍କ୍ୟ ରାହାଣେଙ୍କ ଦଳ ଚଳିତ ଅଷ୍ଟ୍ରେଲିଆ ଗସ୍ତର…

ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷିତ: ରୋହିତ ଫେରିଲେ, ସାଇନି ଡେବ୍ୟୁ କରିବେ

ସିଡନୀ – ଗୁରୁବାର ଠାରୁ ଆରମ୍ଭ ହେଉଥିବା ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ ଏହାର ଚୂଡାନ୍ତ ଏକାଦଶ ଘୋଷଣା କରିଛି । ଫର୍ମ ପାଇଁ ସଂଘର୍ଷ କରୁଥିବା ଓପନର ମୟଙ୍କ ଅଗ୍ରୱାଲ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ରୋହିତ ଶର୍ମା ଫେରିଛନ୍ତି । ଶୁବମନ ଗିଲଙ୍କ ସହ ରୋହିତ ଇନିଂସ୍ ଓପନ୍ କରିବେ ।…

ଶେଷ ଦୁଇ ଟେଷ୍ଟ ପାଇଁ ରୋହିତ ଉପ ଅଧିନାୟକ ନିଯୁକ୍ତ

ନୂଆଦିଲ୍ଲୀ – ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇଟି ଟେଷ୍ଟ ପାଇଁ ଚେତେଶ୍ୱର ପୂଜାରାଙ୍କ ସ୍ଥାନରେ ସିନିୟର ଓପନର ରୋହିତ ଶର୍ମା ଭାରତୀୟ ଦଳର ଉପ ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି । ରୋହିତ ପ୍ରଥମ ଥର ଟେଷ୍ଟ ଦଳର ଉପ ଅଧିନାୟକ ହୋଇଛନ୍ତି । ମେଲବୋର୍ଣ୍ଣ ଟେଷ୍ଟରେ ପୂଜାରାଙ୍କୁ ଏହି ଦାୟିତ୍ୱ…

ପ୍ରଥମ ଟେଷ୍ଟ ପାଇଁ ଭାରତର ଚୂଡାନ୍ତ ଏକାଦଶରେ ଶାହ ଓ ଅଶ୍ୱିନ ସାମିଲ, ଇନିଂସ ଓପନ କରିବେ ମୟଙ୍କ ଓ ପୃଥ୍ୱୀ

ଆଡିଲେଡ- ଆସନ୍ତାକାଲିଠାରୁ ଆଡିଲେଡରେ ଅଷ୍ଟ୍ରେଲିଆ ବିରୋଧରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଚୂଡାନ୍ତ ଏକାଦଶରେ ମୟଙ୍କ ଅଗ୍ରୱାଲ ଓ ପୃଥ୍ୱୀ ଶ’ ସ୍ଥାନ ପାଇଛନ୍ତି । ଅର୍ଥାତ ଏ ଦୁଇ ଖେଳାଳ ଇନିଂସ ଓପନ କରିବେ । ରିଦ୍ଧିମାନ ଶାହ…