Browsing Tag

Maa Samaleswari

ଆସନ୍ତାକାଲି ମାଁ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ, କଟକଣା ପାଳନ ସହ ଦର୍ଶନକୁ ଅନୁମତି

ସମ୍ବଲପୁର : ସମ୍ବଲପୁରର ଆରାଧ୍ୟ ଦେବୀ ମାଁ ସମଲେଶ୍ବରୀ ଆସନ୍ତାକାଲି ପବିତ୍ର ଅମାବାସ୍ୟା ତଥା ପବିତ୍ର ମହାଳୟା ତିଥି ଅବସରରେ ଧବଳମୁଖୀ ଧାରଣ କରିବେ । ତେବେ ଗତବର୍ଷ କରୋନା ମହାମାରୀ ଯୋଗୁଁ ଭକ୍ତଙ୍କୁ ଏହି ଦୁର୍ଲଭ ବେଶ ଦର୍ଶନର ସୁଯୋଗ ମିଳିନଥିଲା । ହେଲେ ଆସନ୍ତାକାଲି ସଂପୂର୍ଣ କୋଭିଡ…

ନୂଆଖାଇ : ୮୫ ବର୍ଷ ପରେ ନୂତନ କରଣାଚଂଳ ଅଳଙ୍କାରରେ ଶୋଭା ପାଇଲେ ମାଆ ସମଲେଇ

ସମ୍ବଲପୁର : ଆଜି ପଶ୍ଚିମ ଓଡିଶାର ପବିତ୍ର ଗଣ ପର୍ବ ନୂଆଖାଇ । କୋରୋନା କଟକଣା ମଧ୍ୟରେ ବି ପଶ୍ଚିମ ଓଡିଶାବାସୀ ବେଶ ଉତ୍ସାହର ସହ ପାଳନ କରୁଛନ୍ତି ଏହି କୃଷି ପର୍ବ ର । ସମ୍ବଲପୁରର ଆରାଧ୍ୟା ମାଆ ସମଲେଶ୍ୱରୀଙ୍କ ମନ୍ଦିରରେ ପାରମ୍ପରିକ ଭାବେ ନୂଆଖାଇ ରୀତିନୀତି କରାଯାଇଛି । ମାଆ…

ନିର୍ଧାରିତ ଲଗ୍ନରେ ମାଆ ସମଲେଇଙ୍କଠାରେ ନବାନ୍ନ ଲାଗି, କୋରୋନା କଟକଣା ମଧରେ ପଶ୍ଚିମ ଓଡିଶାରେ ନୂଆଖାଇ

ସମ୍ବଲପୁର : କୋରୋନା କଟକଣା ମଧ୍ୟରେ ସାରା ପଶ୍ଚିମ ଓଡିଶାରେ ପାଳନ କରାଯାଉଛି ଗଣ ପବ ର୍ନୂଆଖାଇ । ଏହି ଅବସରରେ ଆଜି ନିର୍ଧାରିତ ଲଗ୍ନରେ ମାଆ ସମଲେଇଙ୍କଠାରେ ନବାନ୍ନ ଲାଗି କରାଯାଇଥିଲା । ସକାଳ ୯ଟା ୩୫ ମିନିଟରୁ ୯ଟା ୫୦ ମିନିଟ ମଧ୍ୟରେ ପାରମ୍ପରିକୀ ରୀତିନୀତିରେ ମାଆଙ୍କଠାରେ ନବାନ ଲାଗି…