Browsing Tag

Maharashtra Government

ମହାରାଷ୍ଟ୍ରରେ ଆଉ ୬ ମାସ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ମୁମ୍ବାଇ – ମହାରାଷ୍ଟ୍ରରେ ଆସନ୍ତା ୬ ମାସ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ ରବିବାର ସୋସିଆଲ ମିଡିଆରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି । କରୋନା ସଂକ୍ରମଣ ଯୋଗୁଁ ବିଶେଷଜ୍ଞମାନେ ପୁଣି ରାତ୍ରିକାଳୀନ କର୍ଫ୍ୟୁ ଓ ଲକ୍ ଡାଉନ୍…

ଚାରି ରାଜ୍ୟର ଲୋକଙ୍କ ପାଇଁ ମହାରାଷ୍ଟ୍ର ସରକାରଙ୍କ କଡ଼ା ନିୟମ: କୋଭିଡ୍ ନେଗେଟିଭ୍ ରିପୋର୍ଟ ବିନା ରାଜ୍ୟରେ ପ୍ରବେଶ…

ମୁମ୍ବାଇ – କରୋନା ସଂକ୍ରମଣ ଦ୍ୱାରା ସର୍ବାଧିକ ପ୍ରଭାବିତ ଚାରି ରାଜ୍ୟ ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଓ ଗୋଆର ଲୋକଙ୍କ ପାଇଁ ମହାରାଷ୍ଟ୍ର ସରକାର କଡ଼ା ନିୟମ ଲାଗୁ କରିଛନ୍ତି । କୋଭିଡ୍ ନେଗେଟିଭ୍ ହୋଇଥିଲେ ହିଁ ଏହି ଚାରି ରାଜ୍ୟର ଲୋକଙ୍କୁ ମହାରାଷ୍ଟ୍ରରେ ପ୍ରବେଶ ପାଇଁ ଅନୁମତି ମିଳିବ ।…