Browsing Tag

Nagarjuna Besha

ମହାପ୍ରଭୁଙ୍କ ନାଗାର୍ଜୁନ ‘ବେଶ ଓଲାଗି’ ନୀତି ଶେଷ, ଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ରଖାଯିବ ବେଶ

ପୁରୀ- ଦୀର୍ଘ ୨୬ ବର୍ଷ ପରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ହେଲା ପରେ ଅପରାହ୍ନରେ ପରମ୍ପରା ଅନୁସାରେ ‘ବେଶ ଓଲାଗି’ କରାଯାଇଛି । ସୂଚନା ଅନୁସାରେ ଅପରାହ୍ନ ୪ଟାରେ ତିନିଦିଅଁଙ୍କଠାରେ ଲାଗି ହୋଇଥିବା ନାଗାର୍ଜୁନ ବେଶକୁ ଓହ୍ଲାଇ ଦିଆଯାଇଛି । ଏହାକୁ ‘ବେଶ ଓଲାଗି’ ନୀତି କୁହାଯାଏ ।…

ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଧାରଣ ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ

ଭୁବନେଶ୍ୱର- ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଧାରଣ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କ ଏହି ଅଲୌକିକ ଯୋଦ୍ଧାବେଶ ସମସ୍ତଙ୍କୁ ଅସୀମ ଧୈର୍ଯ୍ୟ ଓ ଶକ୍ତି ଦେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସେ ସମସ୍ତଙ୍କ କଲ୍ୟାଣ ଓ…

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶ : ୩ ଘଂଟା ବିଳମ୍ବରେ ଆରମ୍ଭ ହେଲା ବେଶ କାର୍ଯ୍ୟ

ପୁରୀ – ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶ ହୋଇଛି । ଦୀର୍ଘ ୨୬ ବର୍ଷ ପରେ ମହାପ୍ରଭୁ ଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ହୋଇଛି । ୩ ଘଂଟା ବିଳମ୍ବରେ ଆରମ୍ଭ ହୋଇଥିଲା ବେଶ କାର୍ଯ୍ୟ । ଦୁଇ ଘଂଟା ବିଳମ୍ବରେ ସରିଲା ବେଶ । ଭୋର ୪ଟା ପରିବର୍ତେ ସକାଳ ୭ଟାରେ…

ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ନେଇ ଶ୍ରୀମନ୍ଦିର ପ୍ରଶାସନର ବୈଠକ, ୨୬ ତାରିଖ ରାତି ୨ଟାରେ ଆରମ୍ଭ ହେବ ବେଶ କାମ, ରହିବେ…

ପୁରୀ- ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତି ହୋଇଛି ଯେ, ୨୬ ତାରିଖ ରାତି ୨ଟାବେଳେ ଆରମ୍ଭ ହେବ ମହାପ୍ରଭୁ ଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ରାତି୨ଟାରେ ଦ୍ୱାର ଫିଟାଯିବା ପରେ ବେଶ…