Browsing Tag

NASA

ମଙ୍ଗଳ ଗ୍ରହରେ ସଫଳତାର ସହ ଅବତରଣ କଲା ନାସା ରୋଭର

ନ୍ୟୁୟର୍କ - ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ରୋଭର ସଫଳତାର ସହ ଗୁରୁବାର ମଙ୍ଗଳ ପୃଷ୍ଠରେ ଅବତରଣ କରିଛି । ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ ପାଇଁ ‘ପର୍ଜେଭରେନ୍ସ’ ନାମକ ରାଭରକୁ ଏହି ଲୋହିତ ଗ୍ରହକୁ ପଠାଇଛି ନାସା । ‘ପର୍ଜେଭରେନ୍ସ’ ଭାରତୀୟ ସମୟ ଗୁରୁବାର ରାତି ପ୍ରାୟ ୨ଟା ସମୟରେ…

ଭାରତୀୟ ବଂଶୋଦ୍ଭବ ଭବ୍ୟା ଲାଲ ହେଲେ ନାସା ମୁଖ୍ୟ

ନ୍ୟୁୟର୍କ - ଆମେରିକାରେ ଏବେ ଭାରତୀୟ ବଂଶୋଦ୍ଭବଙ୍କ ପ୍ରଭାବ ବଢ଼ିବାରେ ଲାଗିଛି । ଏବେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ର ନେତୃତ୍ୱ ମଧ୍ୟ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଉପରେ ନ୍ୟସ୍ତ କରାଯାଇଛି । ସେ ହେଉଛନ୍ତି ଭବ୍ୟା ଲାଲ୍ । ଭବ୍ୟା ‘ନାସା’ର କାର୍ଯ୍ୟକାରୀ ମୁଖ୍ୟ ଭାବେ ନିଯୁକ୍ତ…

ନାସାର ଚନ୍ଦ୍ର ମିଶନ ପାଇଁ ଭାରତୀୟ ବଂଶୋଦ୍ଭବ ରାଜା ଚାରୀଙ୍କ ସମେତ ୧୮ ମନୋନୀତ

ୱାଶିଂଟନ - ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ର ମାନବଯୁକ୍ତ ଚନ୍ଦ୍ର ମିଶନ ପାଇଁ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ସମେତ ୧୮ ମହାକାଶଚାରୀଙ୍କୁ ମନୋନୀତ କରାଯାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ମହାକାଶଚାରୀ ଅଛନ୍ତି । ଏହି ପ୍ରତୀକ୍ଷିତ ଚନ୍ଦ୍ର ମିଶନରେ ୪୩ ବର୍ଷୀୟ ଭାରତୀୟ…