Browsing Tag

New MV Act

ମଟରଯାନ ଆଇନର ଖୋଲାଖୋଲି ଉଲ୍ଲଂଘନ: ଦେଶରେ ୫୦%ରୁ ଊର୍ଦ୍ଧ୍ୱ ଗାଡ଼ିର ହୋଇନି ବୀମା

ନୂଆଦିଲ୍ଲୀ - ମଟରଯାନ ଆଇନ ଅନୁସାରେ ସବୁ ଯାନବାହନର ବୀମା ହେବା ଉଚିତ । କିନ୍ତୁ ଏହି ନିୟମର ଖୋଲାଖୋଲି ଉଲ୍ଳଂଘନ ହେଉଛି । ଦେଶରେ ପ୍ରାୟ ୫୦%ରୁ ଊର୍ଦ୍ଧ୍ୱ ଗାଡ଼ି ବିନା ବୀମାରେ ଚାଲିଛି । ଭାରତର ଇନସୁରାନ୍ସ ଇନଫର୍ମସନ ବ୍ୟୁରୋ (ଆଇଆଇବି) ବାର୍ଷିକ ରିପୋର୍ଟରେ ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ…