Browsing Tag

Odisha Government

ସାବଧାନ,ସମସ୍ତଙ୍କ ଉପରେ ନବୀନଙ୍କ ନଜର

ସାବଧାନ... ସୁଧୁରିଯାଅ... ନଚେତ୍ କଠୋର କାର୍ଯ୍ୟାନୁଷ୍ଠାନରୁ କେହି ବର୍ତ୍ତିବେନି। ସରକାରୀ ଚାକିରିରେ ଥିଲେ ନିଲମ୍ବିତ କିମ୍ବା ବହିଷ୍କୃତ ହେବେ। ଦଳରେ ଥିଲେ ବିଦା କରିଦିଆଯିବ। କାରଣ ରାଜ୍ୟବାସୀଙ୍କ ସ୍ବାର୍ଥ, ଓଡ଼ିଶାର ହିତ ସର୍ବୋପରେ ଓ ସର୍ବପ୍ରଥମ। ସରକାରଙ୍କ ଆଉ ବିଜେଡି ଦଳର ମଧ୍ୟ।…

ବିଦ୍ୟାଳୟ ଖୋଲିବା ନିମନ୍ତେ ମାର୍ଗଦର୍ଶୀକା

୨୧ରୁ ଏକାଦଶ ଓ ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆକ୍ରୁଷ୍ଟ କରିବାକୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଥଣ୍ଡା କାଶରେ ପୀଡିତଙ୍କୁ ସ୍କୁଲ ମନା ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶମତେ , ରାଜ୍ୟରେ ଥିବା ସମସ୍ତ ସରକାରୀ , ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସମସ୍ତ…

ଦୁଇ ମହାନଗରରେ ଶତ ପ୍ରତିଶତ ପ୍ରଥମ ଡୋଜ୍ ଟିକାକରଣ, ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତଙ୍କୁ ପ୍ରଥମ ଡୋଜ୍ ଟିକା

ଭୁବନେଶ୍ୱର – ରାଜ୍ୟରେ କୋଭିଡ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ଯେ, ଏ ଯାଏଁ ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଲୋକ ଟିକା ନେଇଛନ୍ତି । ୭୮ ପ୍ରତିଶତ ଅର୍ଥାତ ୨ କୋଟି ୪୧ ଲକ୍ଷ ୫୧ ହଜାରରୁ ଅଧିକ ଲୋକ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ୩୨…

ପ୍ରଦୀପ୍ତ ମହାପାତ୍ରଙ୍କୁ ଓଏଫଡିସି ଅଧ୍ୟକ୍ଷ ଭାବେ ବଦଳି

ଭୁବନେଶ୍ୱର - ଆଇଏଏସ୍ ସ୍ତରରେ ଅଦଳବଦଳ ହୋଇଛି । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଓଏଫଡିସି ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ମାସେ କାଳ ଛୁଟିରେ ଥିଲେ । ଆଜି ସେ କାର୍ଯ୍ୟରେ ଯୋଗ ଦେବାପରେ ବଦଳି ନିର୍ଦ୍ଦେଶ ଆସିଛି ।…

ନବୀନ: ଓଡିଆ ଅଭ୍ୟୁଦୟ ଓ ବିକାଶର ସମର୍ପିତ ବିନ୍ଧାଣୀ

ଲେଖକ: ପ୍ରତିଭା ନେପାକ ଗୋଟିଏ ଜାତିର ଆଦର ଲଭିବାର ବାରମ୍ବାରତାରେ ସେ ଅପରାଜେୟ। ନିବଦ୍ଧ ଲକ୍ଷ୍ୟ ଓ ତାହାକୁ ଏକନିଷ୍ଠ ରୂପେ କାର୍ଯ୍ୟକାରୀ କରାଇ ସାଢ଼େ ୪ କୋଟି ଓଡ଼ିଆଙ୍କ ଏଇ ବିଶାଳ ପରିବାରକୁ ପ୍ରଗତି ପଥରେ ଆଗେଇ ନେଇ ଶୀର୍ଷ ସ୍ଥାନରେ ପହଞ୍ଚାଇବା ପାଇଁ ସେ ଅହରହ ପ୍ରୟାସରତ। ତାଙ୍କ…