Browsing Tag

Odisha Government

କୋଭିଡ ଟିକାକରଣରେ ମାଇଲଖୁଂଟ, ସ୍ୱାସ୍ଥ୍ୟକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର- କୋଭିଡ ଟିକାକରଣରେ ଆଉ ପାଦେ ଆଗେଇଛି ଓଡିଶା । ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଛି ଓଡିଶା । ରାଜ୍ୟରେ ଏକ କୋଟିରୁ ଅଧିକ ଲୋକଙ୍କ ଟିକାକରଣ ହୋଇଛି । ଏଥିରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଭାଗ କୋରୋନା ଯୋଦ୍ଧା ମଧ୍ୟ ଅଛନ୍ତି । ଏଭଳି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ…

ରାଜ୍ୟରେ ଆଜିଠୁ କ୍ୟାଂପେନ ମୋଡରେ ଟିକାକରଣ : ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ଟାର୍ଗେଟ

ଭୁବନେଶ୍ୱର- ଆଜିଠୁ ରାଜ୍ୟରେ କ୍ୟାଂପେନ ମୋଡରେ ହେବ ଟିକାକରଣ । ଦେନିକ ୩ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ପ୍ରତି ବ୍ଲକ ଓ ବିଜ୍ଞପିତ ଅଂଚଳ ପରିଷଦର ୫ଟି କେନ୍ଦ୍ରରେ ହେବ ଟିକାକରଣ । ପୌର ପରିଷଦର ୧୦ଟି କେନ୍ଦ୍ରରେ ଲୋକଙ୍କୁ ଟିକା ଦିଆଯିବ । ମହାନଗର ନିଗମର ୨୦ଟି…

କାଲିଠାରୁ ରାଜ୍ୟରେ ବ୍ୟାପକ ହେବ କୋଭିଡ ଟିକାକରଣ, ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ

ଭୁବନେଶ୍ୱର- ରାଜ୍ୟରେ ଆସନ୍ତାକାଲିଠାରୁ ଟିକାକରଣ ତ୍ୱରାନ୍ୱିତ ହେବ । କେନ୍ଦ୍ର ସରକାରଙ୍କ ନୂଆ ନୀତି ଅନୁସାରେ ହେବେ ଟିକାକରଣ । ପ୍ରତିଦିନ ୩ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । କାଲିଠାରୁ ରାଜ୍ୟର ସବୁ ବ୍ଲକ ଓ ମ୍ୟୁନିସିପାଲିଟିରେ କ୍ୟାମ୍ପେନ ମୋଡରେ ଟିକାକରଣ…

ବାପା , ମା ବା ପରିବାର ର ମୁଖ୍ୟ ଉପାର୍ଜନ କାରୀଙ୍କୁ ହରାଇଥିବା ଶିଶୁ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଯୋଜନା…

ଭୁବନେଶ୍ୱର: ଗତ ଅପ୍ରେଲ ପହିଲା ୨୦୨୦ ଦିନ ବା ତା ପରେ ଉଭୟ ବାପା, ମା ବା ପରିବାରର ମୁଖ୍ୟ ଉପାର୍ଜନ କାରୀ ଙ୍କୁ ହରାଇ ଥିବା ପିଲା ମାନଙ୍କ ଶିଷା ଦୀଷା ଭରଣପୋଷଣ ତଥା ଯତ୍ନ  ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ  ଯୋଜନା 'ଆଶୀର୍ବାଦ' ଘୋଷଣା କରିଛନ୍ତି । ଏହି ଯୋଜନା ପାଇଁ  ଯୋଗ୍ୟ…

ବିକାଶ ସହ ପରିବର୍ତ୍ତନ… ନେତୃତ୍ବ ନେଉଛନ୍ତି ଏସଏଚଜି

ସମାଜରେ ନାରୀଙ୍କୁ ଯଦି ସୁଯୋଗ ମିଳେ, ସେମାନେ ନିଜ ପ୍ରତିଭାର ଉଚିତ ନିଦର୍ଶନ ଦେଖାଇ ପ୍ରତିଟି କାର୍ଯ୍ୟକୁ ସୂଚାରୁ ରୂପେ ଆଗେଇ ନେବେ। ଏହାଦ୍ୱାରା ସମାଜ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବା ସହ ସାମଗ୍ରୀକ ବିକାଶ ତ୍ବରାନ୍ବିତ ହୋଇପାରିବ। ଗଞ୍ଜାମ ଜିଲ୍ଲାରେ ଗୋଟିଏ କି ଦୁଇଟି ନୁହେଁ, ଏଭଳି…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭବାନୀପାଟଣାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ ହସ୍‌ପିଟାଲ ଉଦ୍‌ଘାଟିତ

ଏକବିଂଶ ଶତାଦ୍ଦୀରେ କଳାହାଣ୍ଡିର ରୂପାନ୍ତର ଉଲ୍ଲେଖନୀୟ - ମୁଖ୍ୟମନ୍ତ୍ରୀ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ପୁଣି ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ, କୋଭିଡ ନିୟମ ପାଳିବାକୁ ନିବେଦନ କଲେ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ…