Browsing Tag

Odisha Government

କୋଭିଡ ଟିକା କେତେ ଦୂର ଫଳପ୍ରଦ, ତାହାର ତର୍ଜମା ହେବ

ଭୁବନେଶ୍ୱର- କୋଭିଡ ଟିକା କେତେ ଫଳପ୍ରଦ ହେଉଛି, ତାହାର ତର୍ଜମା କରାଯିବ । ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଟିକା ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି, କେତେ ଭଲ ହେଉଛନ୍ତି ଓ କେତେ ଗୁରୁତର ହେଉଛନ୍ତି , ସେ ନେଇ ସବୁ ସ୍ଥାନରେ ତର୍ଜମା ଆରମ୍ଭ…

ଜିଲ୍ଲାରେ କୋଭିଡ ସ୍ଥିତିର ସମୀକ୍ଷା କଲେ ଗଞ୍ଜାମ ଜିଲ୍ଲାପାଳ, ପଂଚସୂତ୍ରୀ ନିୟମ କଡାକଡି ପାଳନ ମାନିବାକୁ ଦୋକାନୀଙ୍କୁ…

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲାରେ କୋରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ସଂକ୍ରମିତଙ୍କ ସଂଖ୍ୟା କମ୍ ଥିବାରୁ ଜିଲ୍ଲା ବର୍ତ୍ତମାନ ଗ୍ରୀନଜୋନରେ ରହିଛି । ରାଜ୍ୟ ସରକାରଙ୍କ କ୍ୟାଟୋଗୋରୀ ଏ ଜିଲ୍ଲା ସମୂହରେ ସ୍ଥାନ ପାଇଛି ଗଞ୍ଜାମ ଜିଲ୍ଲା । ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ଆଂଶିକ ଲକଡାଉନ ଜାରି…

ଉପକୂଳରେ ସଂକ୍ରମଣ ହ୍ରାସ ପାଇଁ ରାଜ୍ୟ ସରକାରଙ୍କ ଫୋକସ : ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ପଶ୍ଚିମ ଓଡିଶାରେ କୋଭିଡ ସ୍ଥିତି ନିୟନ୍ତ୍ରଣକୁ ଆସିଲା ପରେ ଉପକୂଳକୁ ଅଧିକ ଫୋକସ କରାଯାଉଛି । ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ଅଧିକ ଟେଷ୍ଟ କରାଯିବା ସହ ଘର ଘର ବୁଲି ବ୍ୟାପକ ସର୍ଭେ କରାଯିବ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଏଥିପାଇଁ…

ମହାମାରୀକୁ ଲଗାମ ଦେଉଛି ଓଡ଼ିଶା

ଲେଖକ : ପ୍ରତିଭା ନେପାକ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ କୌଶଳ, ଆଗୁଆ ଯୋଜନା, ସଠିକ ପଦକ୍ଷେପ କାମ ଦେଲା। ଅନ୍ୟ ଛୋଟ ବଡ଼ ରାଜ୍ୟମାନଙ୍କ ଠାରୁ ବେଶ୍ ଉନ୍ନତ ସ୍ଥିତିରେ ରହି ଓଡ଼ିଶା ଚଳିତ ଶତାବ୍ଦୀର ଏଯାବତ୍‌ ସବୁଠୁ ବଡ଼ ମହାମାରୀକୁ ଦ୍ବିତୀୟ ଥର ଅଧିକ ନିୟନ୍ତ୍ରଣ କରିବାରେ ସକ୍ଷମ…

ରାଜ୍ୟରେ ଆଜିଠାରୁ ଆଂଶିକ ଲକଡାଉନ ଆରମ୍ଭ,୧୭ଟି ଜିଲ୍ଲାରେ ସଂଧ୍ୟା ୫ଟା ଯାଏଁ ଦୋକାନ ଖୋଲା

ଭୁବନେଶ୍ୱର- ଆଜିଠାରୁ ରାଜ୍ୟରେ ଲାଗୁ ହୋଇଛି ଆଂଶିକ ଲକଡାଉନ । ଜୁଲାଇ ପହିଲା ଯାଏ ଏହା ବଳବତ୍ତ ରହିବ । ସାପ୍ତାହିକ ସଟଡାଉନ ଓ ରାତ୍ରକାଳୀନ କର୍ଫ୍ୟୁ ମଧ୍ୟ ପୂର୍ବଭଳି ଜାରି ରହିବ । ୧୭ଟି ଜିଲ୍ଲାରେ କଟକଣା କୋହଳ କରାଯାଇଛି ।ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଥିବା ଦକ୍ଷିଣ ଓ ପଶ୍ଚିମ…

ସ୍ୱାସ୍ଥ୍ୟସେବା ରାଜ୍ୟ ସରକାରଙ୍କ ପ୍ରାଥମିକ କ୍ଷେତ୍ର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟର କୋଭିଡ ସ୍ଥିତି ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଉ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ନବନିଯୁକ୍ତ ୭୮୬ ଡାକ୍ତରଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି । ନବନି ଯୁକ୍ତ ଡାକ୍ତରଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ୮…

ସାରା ପଶ୍ଚିମ ଓଡିଶା କରୋନା ମୁକ୍ତ ଅଭିମୁଖେ, ଦୁଇ ଅଙ୍କ ଭିତରେ ସବୁ ଜିଲ୍ଲା

ସମ୍ବଲପୁର : ସାରା ପଶ୍ଚିମ ଓଡିଶା ଏବେ କରୋନା ମୁକ୍ତ ଅଭିମୁଖେ । ଆଜି ସମଗ୍ର ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାରେ ସଂକ୍ରମଣ ଦୁଇ ଅଙ୍କ ଭିତରେ ରହିଛି । ଏପରିକି ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ସୁନ୍ଦରଗଡ ଜିଲ୍ଲାରେ ଗତ ଦୁଇଦିନ ହେଲା ସଂକ୍ରମଣ ଶହେ ତଳକୁ ଖସିଛି । ସବୁ ଠାରୁ…

ରଘୁରାଜପୁର ଓଡିଶାର ଗର୍ବ ଓ ଗୌରବ: ମୁଖ୍ୟମନ୍ତ୍ରୀ

ରଘୁରାଜପୁର ରେ ଅନୁଷ୍ଠିତ କଳା ଶିବିର ସପ୍ତରଙ୍ଗ ଉଦଯାପିତ ଭାଗ ନେଇଥିବା ଗାଁର ପ୍ରତି ପରିବାରକୁ ଦଶହଜାର ଟଙ୍କା ମାନଦେୟ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ଆମ କଳା ଆମ ଗୌରବ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ପୁରୀ ଜିଲ୍ଲାର ରଘୁରାଜପୁର । ଫଟୋଚିତ୍ର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ…