କୋଭିଡ ଟିକା କେତେ ଦୂର ଫଳପ୍ରଦ, ତାହାର ତର୍ଜମା ହେବ

ଭୁବନେଶ୍ୱର- କୋଭିଡ ଟିକା କେତେ ଫଳପ୍ରଦ ହେଉଛି, ତାହାର ତର୍ଜମା କରାଯିବ । ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଟିକା ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି, କେତେ ଭଲ ହେଉଛନ୍ତି ଓ କେତେ ଗୁରୁତର ହେଉଛନ୍ତି , ସେ ନେଇ ସବୁ ସ୍ଥାନରେ ତର୍ଜମା ଆରମ୍ଭ ହୋଇଗଲାଣି । ଏହି ପ୍ରକ୍ରିୟା ସମୟ ସାପେକ୍ଷ । ସବୁ ଟିକାର ସୁରକ୍ଷା ଗ୍ୟାରେଂଟି୭୧ରୁ ୯୧ ପ୍ରତିଶତ ରହୁଛି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Comments are closed.