Browsing Tag

Odisha Government

ଜାନୁଆରୀ କୋରୋନା ଗାଇଡଲାଇନ୍ସ : ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିପାରିବ ସିନେମାହଲ, ଯାତ୍ରାକୁ ବି ଅନୁମତି

ଭୁବନେଶ୍ୱର- କୋରୋନା ମୁକାବିଲା ନେଇ ଜାରି ହୋଇଛି ରାଜ୍ୟ ସରକାରଙ୍କ ଜାନୁଆରୀ ଗାଇଡଲାଇନ୍ସ । ରାଜ୍ୟରେ ଜାନୁଆରୀ ମାସରେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବାକୁ ଅନୁମତି ଦିଆଯାଇଛି । ମୁକ୍ତାକାଶ ରଙ୍ଗମଂଚ ଓ ଯାତ୍ରା ଆୟୋଜନ ପାଇଁ ବି ଅନୁମତି ମିଳିଛି । କେନ୍ଦ୍ର ସରକାରଙ୍କ…

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହିଷ୍ଣୁତା : ୬ ଦୁର୍ନାତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କୁ ଦିଆଗଲା…

ଭୁବନେଶ୍ୱର- ଦୁର୍ନୀତି ବିରୋଧରେ କଡା ଆଭିମୁଖ୍ୟ ସ୍ୱରୂପ ରାଜ୍ୟ ସରକାର ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ଇଂଜିନିୟର ଥିଲା ବେଳେ ୨ ଜଣ ଅବକାରୀ ବିଭାଗର ଅଧିକାରୀ ଅଛନ୍ତି । ଅପାରଗ ଓ ଅସାଧୁ ଅଧିକାରୀଙ୍କ ବିରୋଧରେ…

କୋଭିଡ ସଚେତନତା ରଥର ଶୁଭାରମ୍ଭ

ଭୁବନେଶ୍ୱର- ସଂସ୍କୃୃତି ଭବନଠାରେ କୋଭିଡ ସଚେତନତା ରଥର ଶୁଭାରମ୍ଭ ହୋଇଛି । ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦ ଦାସ ଏହି ରଥର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଦୀର୍ଘ ୮ ମାସ ହେଲା ଓଡିଶାକୁ କୋରୋନା କବଳିତ କରି ରଖିଛି । ମାତ୍ର ମୁଖ୍ୟମନ୍ତ୍ରୀଙ୍କର…

ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲାକୁ ସମ୍ମାନ, ରାଉରକେଲାରେ ଭାରତର ବଡ ହକି ଷ୍ଟାଡିୟମ ନିର୍ମାଣ ପାଇଁ…

ଭୁବନେଶ୍ୱର- ରାଉରକେଲାରେ ନିର୍ମାଣ ହେବ ଭାରତର ବୃହତ୍ତମ ହକି ଷ୍ଟାଡିୟମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ୨୦୨୩ ହକି ବିଶ୍ୱକପ୍ ରାଉରକେଲାରେ ବି ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତାରେ ନୂଆ ହକି ଷ୍ଟାଡିୟମ ନିର୍ମାଣ ସଂପର୍କରେ ଘୋଷଣା କରିଛନ୍ତି ।…

ବ୍ରିଟେନରୁ ୧୪ ଦିନ ମଧ୍ୟରେ ରାଜ୍ୟକୁ ଆସିଥିବା ବ୍ୟକ୍ତିଙ୍କୁ ଦେବାକୁ ହେବ ସ୍ୱ ଘୋଷଣା ପତ୍ର ଗୃହ ସଂଗରୋଧ ବାଧ୍ୟତାମୂଳକ

ଭୁବନେଶ୍ୱର- ବ୍ରିଟେନରେ କୋଭିଡ ଭାଇରସର ନୂଆ ଷ୍ଟ୍ରେନ୍‌କୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏ ଦିଗରେ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ବ୍ରିଟେନ ବା ବ୍ରିଟେନ ବିମାନ ବନ୍ଦର ଦେଇ ୧୪ ଦିନ ମଧ୍ୟରେ ରାଜ୍ୟକୁ ଆସିଥିବା ସବୁ ବ୍ୟକ୍ତିଙ୍କୁ ସ୍ୱ ଘୋଷଣା ପତ୍ର…