Browsing Tag

Odisha

୨୩୦ ଜିଲ୍ଲା ପରିଷଦ ଆସନରେ ବିଜେଡି ବିଜୟୀ

ଭୁବନେଶ୍ୱର - ପଞ୍ଚାୟତ ନିର୍ବାଚନର ୩୧୫ ଜିଲ୍ଲା ପରିଷଦ ଜୋନ୍‌ରୁ ୨୫୬ଟିର ଫଳାଫଳ ପ୍ରକାଶ ପାଇଛି । ୨୩୦ ଆସନରେ ବିଜେଡି ବିଜୟୀ ହୋଇଥିବା ବେଳେ କଂଗ୍ରେସ ୧୨ ଓ ବିଜେପି ୧୦ଟି ଆସନରେ ବିଜୟୀ ହୋଇଇନ୍ତି । ସ୍ୱାଧୀନ ଓ ଅନ୍ୟାନ୍ୟ ଦଳର ଖାତାକୁ ଯାଇଛି ୪ଟି ଜୋନ୍ । ଗତକାଲି ୩୧୫ ଜିଲ୍ଲା ପରିଷଦ…

ଗଞ୍ଜାମରେ ପୂର୍ବ ସଫଳତା ଦୋହରାଇବା ଅଭିମୁଖେ ବିଜେଡି

ଭୁବନେଶ୍ୱର - ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଆସନର ଭୋଟ ଗଣତି ହୋଇଛି । ବିଜେଡି ୨୭୮ଟି ଆସନରେ ଆଗୁଆ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମରେ ବିଜେଡି ଏଥର ମଧ୍ୟ ଜବରଦସ୍ତ ସଫଳତା ହାସଲ ଲକ୍ଷ୍ୟରେ ଅଗ୍ରସର ହେଉଛି । ୬୯ ଜିଲ୍ଲା…

ଏଥର ଏମିତି ହେବ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି

ଭୁବନେଶ୍ୱର : ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ଭୋଟ ଗ୍ରହଣ ହେବ। ୨୮ ତାରିଖ ଯାଏଁ ଚାଲିବ ଗଣତି । ଚଳିତ ବର୍ଷ ବୁଥ୍‌ ସ୍ତରରେ ଗଣତି ନ ହୋଇ ବ୍ଲକ୍‌ ସ୍ତରରେ ଏକକାଳୀନ ଭୋଟ ଗଣତି ହେବ। ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍‌ ଗଣତି । ଭୋଟ୍‌ ଗଣତି ପାଇଁ ମୋଟ୍ ୮୫୧ ଜିଲ୍ଲା ପରିଷଦ ଜୋନ୍‌କୁ…