Browsing Tag

Odisha

ଓଡିଶା ପାଇଁ ପୁଣି ବାତ୍ୟା ବିପଦ, ୪ ତାରିଖରେ ସ୍ଥଳଭାଗ ଛୁଇଁବ, ୩ ତାରିଖ ରାତିରୁ ପ୍ରବଳ ବର୍ଷିବ

ଭୁବନେଶ୍ୱର – ଓଡିଶା ପାଇଁ ପୁଣି ବାତ୍ୟା ବିପଦ । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସତର୍କ କରାଇ ଦେଇଛନ୍ତି । ଡିସେମ୍ବର ୪ ତାରିଖ ସକାଳେ ସମ୍ଭାବ୍ୟ…

ନିଜ ଦଳରେ ଅଲୋଡ଼ା ଅପରାଜିତା, ମୁଖ୍ୟମନ୍ତ୍ରୀ ଆଶାରେ ଧାଁ ଦୌଡ଼ ବେଳେ ନିଜ ଦଳରୁ କୁଠାରଘାତ

ଭୁବନେଶ୍ବର : ନିଜର ନିର୍ବାଚନ ମଣ୍ଡଳୀ ଭୁବନେଶ୍ବରରେ । ହେଲେ ମୁଖ୍ୟମନ୍ତ୍ରୀ ଆଶାରେ ସେ ସାରା ରାଜ୍ୟ ବୁଲି ବୁଲି ଏବେ ଠୁ ମଇଦାନ ପ୍ରସ୍ତୁତି ଆରମ୍ଭ କରୁଥିଲେ । ଠିକ୍ ଏତିକି ବେଳେ ଚଢୁଆ ମାଛର ମୁଣ୍ଡରେ ବାଡି ଭଳି ସ୍ଥିତି ସୃଷ୍ଟି ହୋଇଛି ମାଡାମ୍ ଅପରାଜିତାଙ୍କ କ୍ଷେତ୍ରରେ । ତାଙ୍କୁ ଖୋଦ୍…

ସମ୍ଭାବ୍ୟ ଲଘୁଚାପ ବର୍ଷାର ମୁକାବିଲା ନେଇ ତତ୍ପରତା, ଅମଳ ଧାନର ସୁରକ୍ଷା ପାଇଁ ସବୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର- ରାଜ୍ୟରେ ସମ୍ଭାବ୍ୟ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ତତ୍ପରତା ଦେଖାଇଛନ୍ତି ସରକାର । ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ମଣ୍ଡିରେ ଧାନ ଥିଲେ ଘୋଡାଇ ରଖିବାକୁ ନିର୍ଦ୍ଦେଶ…