Browsing Tag

Odisha

ରାଜ୍ୟରେ ବର୍ତ୍ତମାନ ଦ୍ୱିତୀୟ ପ୍ରବାହ ଜାରି ରହିଛି : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- କୋରୋନାର ଗୋଟିଏ ପ୍ରବାହ ୩ରୁ ୪ ମାସ ରହୁଛି । ଏଥିପାଇଁ ସଜାଗ ରହିବାକୁ ପଡିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ, ବିଶ୍ୱରେ ବି ଠିକ୍ ଏହିଭଳି ସ୍ଥିତି ଦେଖାଦେଉଛି । ଗୁୁରୁତର ରୋଗୀଙ୍କ ସଂଖ୍ୟା କମ୍ ରହୁଥିଲେ ମଧ୍ୟ ସଂକ୍ରମଣ…

ଜୁଲାଇ ୩୧ ତାରିଖ ସୁଦ୍ଧା ବିନା ପରୀକ୍ଷାର ଯୁକ୍ତ ଦୁଇ ରେଜଲ୍ଟ

ଭୁବନେଶ୍ୱର- ଚଳିତ ମାସ ୩୧ ତାରିଖ ମଧ୍ୟରେ ଯୁକ୍ତ ଦୁଇ ଫଳ ପ୍ରକାଶ ପାଇପାରେ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହି ସୂଚନା ଦେଇଛନ୍ତି । ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇଁ ପୂର୍ବରୁ କୁହାଯାଇଥିଲେ ମଧ୍ୟ ସୁପ୍ରିମକୋର୍ଟ ଜୁଲାଇ ୩୧ ମଧ୍ୟରେ…

କୋଭିଶିଲ୍ଡ ଅଭାବ, ୫ଟି ଜିଲ୍ଲାରେ ଆଜି ଟିକାକରଣ ବନ୍ଦ

ଭୁବନେଶ୍ୱର- ଆଜି ରାଜ୍ୟର ୫ଟି ଜିଲ୍ଲାରେ କୋଭିଡ ଟିକାକରଣ ବନ୍ଦ ରହିଛି । ଝାରସୁଗୁଡା, ନୂଆପଡା, କୋରାପୁଟ, ନୟାଗଡ ଓ କେନ୍ଦ୍ରାପଡା ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । କୋଭିଶିଲ୍ଡ ଟିକା ଅଭାବ ଯୋଗୁଁ ଏସବୁ ଜିଲ୍ଲାରେ ଟିକାକରଣ ବନ୍ଦ ରଖିବାକୁ ପଡିଛି । ଆଜି ରାଜ୍ୟର ୫୨୦ଟି ସେସନରେ ଟିକାକରଣ…