Browsing Tag

Odisha

କୋରୋନାରେ ଆଉ ୫୯ ଜଣ ରୋଗୀଙ୍କ ମୃତ୍ୟୁ ନିଶ୍ଚିତ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର – କୋରୋନା ଯୋଗୁଁ ରାଜ୍ୟରେ ଆଉ ୫୯ ଲୋକଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି । ଡେଥ୍ ଅଡିଟ୍ ପରେ ମୃତକଙ୍କ ତାଲିକା ଜାରି କରିଛି ବିଭାଗ । ସଦ୍ୟ ତାଲିକା ଅନୁସାରେ କୋରୋନା ଯୋଗୁଁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦ ଜଣ ପ୍ରାଣ ହରାଇଛନ୍ତି ।…

କୋଭିଡ ମୃତ୍ୟୁକୁ ନେଇ ଡିଏମଇଟି ରଖିଲେ ସ୍ପଷ୍ଟୀକରଣ

ଭୁବନେଶ୍ୱର- କୋଭିଡ ମୃତ୍ୟୁକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ପ୍ରତିଦିନ ଆସୁଥିବା କୋଭିଡ ମୃତ୍ୟୁର ଖବର ସେହି ନିର୍ଦ୍ଦିଷ୍ଟ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ୍ ପରେ କୋଭିଡ ମୃତ୍ୟୁ ଘୋଷଣା କରାଯାଉଛି । ସରକାର କୋଭିଡ ମୃତ୍ୟୁ ସଂଖ୍ୟା ଲୁଚାଇ ନାହାନ୍ତି ବୋଲି…

ନୂଆପଡ଼ାକୁ ମିଳିଲା ୧୬ ବିଶେଷଜ୍ଞ ଡାକ୍ତର, ସୀମାନ୍ତ ଜିଲ୍ଲାରେ ସୁଧୁରିବ ସ୍ବାସ୍ଥ୍ୟସେବା

ନୂଆପଡ଼ା : ସୀମାନ୍ତ ନୂଆପଡ଼ା ଜିଲ୍ଲାରେ ଦିର୍ଘ ବର୍ଷ ଧରି ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ ହୋଇ ପଡିଥିଲା। ରାଜ୍ୟ ସରକାର ଜିଲ୍ଲାବାସୀଙ୍କୁ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ୧୩ ଜଣ ଓ ଜିଲ୍ଲା ସ୍ବାସ୍ଥ୍ୟ ସମିତି ତରଫରୁ…

ରାଜ୍ୟରେ ଆଉ ୫୧ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର-ରାଜ୍ୟରେ ଆଉ ୫୧ କୋରୋନା ମୃତକଙ୍କ ସଂପର୍କରେ ତଥ୍ୟ ଜାରି କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ୯ ଜଣ ପ୍ରାଣ ହରାଇଥିବା ବେଳେ ବରଗଡ, ଢେଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକ, ଯାଜପୁର, ନୟାଗଡ, ପୁରୀ ଓ ସୁନ୍ଦରଗଡରୁ ୩ ଜଣ ଲେଖାଏଁ…

ଦିନକରେ ରାଜ୍ୟରେ ରେକର୍ଡ ଟିକାକରଣ, ୪ ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଗଲା କୋଭିଡ ଟିକା

ଭୁବନେଶ୍ୱର- କୋଭିଡ ଟିକାକରଣରେ ଓଡିଶାରେ ନୂଆ ରେକର୍ଡ । ଗୋଟିଏ ଦିନରେ ସର୍ବାଧିକ ଲୋକଙ୍କୁ ଟିକା ଦିଆଯିବାରେ ରେକର୍ଡ କରିଛି ଓଡିଶା । ଆଜି ଦିନକରେ ୪ ଲକ୍ଷ ଟପିଛି କୋଭିଡ ଟିକାକରଣ । ୧୭୩୫ କେନ୍ଦ୍ରରେ ୪ ଲକ୍ଷ ୨ ହଜାର ୪୩୪ ଜଣଙ୍କୁ ଟିକାଦାନ ହୋଇଛି । ଏହି ସଫଳତା ପାଇଁ ସ୍ୱାସ୍ଥ୍ୟ ସେବା…