Browsing Tag

Odisha

ପୁରୀ ସହରରେ ମାସ୍କ ଚେକିଂ କଡାକଡି

ପୁରୀ - ପୁରୀ ସହରରେ ଆଜିଠାରୁ ମାସ୍କ ଚେକିଂ କଡାକଡି ହୋଇଛି । ସହରର ବିଭିନ୍ନ ସ୍ଥାନରେ ଚାଲିଛି ମାସ୍କ ଚେକିଂ । ମାସ୍କ ସହ ସାମାଜିକ ଦୂରତା ନେଇ ଚେକିଂ କଡାକଡି ହୋଇଛି । କୋରନା ଭାଇରସର ଡେଲଟା ପ୍ଲସ୍ ଭେରିଆଂଟକୁ ନେଇ ପୋଲିସ ପ୍ରଶାସନ ସତର୍କ ହୋଇଛି । ସମଗ୍ର ପୁରୀ ଜିଲ୍ଲାରେ କୋରୋନା…

ରାଜ୍ୟରେ ଆଉ ୩୯ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯

ଭୁବନେଶ୍ୱର- ରାଜ୍ୟରେ ଆଉ ୩୯ କୋରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏଥିସହିତ ରାଜ୍ୟରେ କୋରୋନାଜନିତ ମୃତ୍ୟୁ ସଂଖ୍ୟା ୩ ହଜାର ୮୮୭କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବରଗଡ, କଟକ, ନୟାଗଡରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ…

ରାଜ୍ୟରେ କୋରୋନା ପଜିଟିଭଙ୍କ ସଂଖ୍ୟା ୯ ଲକ୍ଷ ଟପିଲା, ଦିନକରେ ୩୪୦୮ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୯ ଲକ୍ଷ ପାର୍ କରିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ ହଜାର ୪୦୮ କୋରୋନା ସଂକ୍ରମିତ । ସଙ୍ଗରୋଧ କେନ୍ଦ୍ରରୁ ୧ ହଜାର ୯୪୩ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୪୬୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୨…

ଅପହଞ୍ଚଙ୍କ ପାଖରେ ପହଞ୍ଚିଲା ପ୍ରଶାସନ

ପ୍ରଶାସନକୁ ସର୍ବବ୍ୟାପୀ କରି ସର୍ବତ୍ର ପହଞ୍ଚାଇ ତୃଣମୂଳସ୍ତରରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ସମୟରେ ଗୁରୁତ୍ବାରୋପ କରି ଆସିଛନ୍ତି। ନିଜେ ମଧ୍ୟ ତୃଣମୂଳସ୍ତରରେ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ କରୋନା ମହାମାରୀ କାଳରେ ମଧ୍ୟ ଭର୍ଚୁଆଲ୍…

‘ବିଶେଷ ଘାତକ ନୁହେଁ ଡେଲଟା ପ୍ଲସ ଭେରିଆଂଟ’

ଭୁବନେଶ୍ୱର- ରାଜ୍ୟରେ ପ୍ରଥମ ଡେଲଟା ପ୍ଲସ୍ ଭେରିଆଂଟ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ସେ କହିଛନ୍ତି ଏହି ଭେରିଆଂଟ୍ ବିଶେଷ ଘାତକ ନୁହେଁ । ଯଦି ଘାତକ ହୋଇଥାଆନ୍ତା, ତାହା ହେଲେ ଦେବଗଡ ଜିଲ୍ଲାକୁ ଏହା ବ୍ୟାପି ଯାଇଥାଆନ୍ତା ।…

ଏପ୍ରିଲରେ ଡେଲଟା ପ୍ଲସ ଭେରିଆଂଟରେ ଆକ୍ରାନ୍ତ ହୋଇଥିଲେ ଦେବଗଡର ବ୍ୟକ୍ତି

ଭୁବନେଶ୍ୱର – ରାଜ୍ୟରେ ଗୋଟିଏ ଡେଲଟା ପ୍ଲସ ଭେରିଆଂଟ ଚିହ୍ନଟ ହେବା ଘଟଣା ସଂପର୍କରେ ଅଧିକ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ଡେଲଟା ପ୍ଲସ ଭେରିଆଂଟରେ ଆକ୍ରାନ୍ତ ବ୍ୟକ୍ତି ଜଣକ ମାର୍ଚ୍ଚ ୩୦ରେ ପ୍ରଥମ ଟିକା ନେଇଥିଲେ । ସେ ଜଣେ ଲକ୍ଷଣଯୁକ୍ତ…

ବିନା ପରୀକ୍ଷାରେ ମ୍ୟାଟ୍ରିକ ଫଳ ପ୍ରକାଶ, ପାସ ହାର ୯୭ ଦଶମିକ ୮୯ ପ୍ରତିଶତ

ଭୁବନେଶ୍ୱର- ଏ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ବିନା ପରୀକ୍ଷାରେ ଫଳ ପ୍ରକାଶ ପାଇଛି । ଏକ ବିଶେଷ ମୂଲ୍ୟାୟନ ପଦ୍ଧତି ଦ୍ୱାରା ରେଜଲ୍ଟ ଆସିଛି । ପାସ୍ ହାର ରହିଛି ୯୭ ଦଶମିକ ୮୯ ପ୍ରତିଶତ । ମୋଟ ୫ ଲକ୍ଷ ୭୪ ହଜାର ୧୨୫ ପିଲା ପରୀକ୍ଷା ଦେଇଥିବା ବେଳେ ୫ ଲକ୍ଷ ୬୨ ହଜାର ୧୦…