Browsing Tag

Odisha

ଦେବଗଡରୁ ଓଡିଶାର ପ୍ରଥମ ଡେଲଟା ପ୍ଲସ ଭେରିଆଣ୍ଟ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଓଡିଶାରେ ଡେଲଟା ପ୍ଲସ୍ ଭେରିଆଣ୍ଟ ଚିହ୍ନଟ ହୋଇଛି । ଦେଶରେ ଚିହ୍ନଟ ହୋଇଥିବା ୪୮ ଭେରିଆଂଟରୁ ଓଡିଶାରୁ ଗୋଟିଏ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ରାଜ୍ୟର ଦେବଗଡରୁ ଚିହ୍ନଟ ହୋଇଛନ୍ତି ଡେଲଟା ପ୍ଲସ୍ ଭେରିଆଣ୍ଟ ଆକ୍ରାନ୍ତ । ରୋଗୀଙ୍କ କଂଟ୍ରାକ୍ଟ…

ଦୈନିକ କୋରୋନା ସଂକ୍ରମଣ ପୁଣି ୩ ହଜାର ତଳେ, ଦିନକରେ ୨ ହଜାର ୯୧୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଦୁଇ ଦିନର ଉପରମୁହାଁ ଗତି ପରେ ପୁଣି ହ୍ରାସ ହୋଇଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨ ହଜାର ୯୧୨ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୧ ହଜାର ୬୭୫ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୨୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ…

ଆଜି ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର – ଆଜି ପ୍ରକାଶ ପାଇବ ଏ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ । କଟକ ବୋର୍ଡ କାର୍ଯ୍ୟାଳୟରେ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଫଳ । ସଂଧ୍ୟା ୬ଟାରୁ ୨ଟି ୱେବସାଇଟ- bseodisha.ac.in , bseodisha.nic.in ରେ ଉପଲବ୍ଧ ହେବ ପରୀକ୍ଷା ଫଳ । ଏସଏମଏସ ମାଧ୍ୟମରେ ବି ପରୀକ୍ଷାଫଳ…

ଆଇପିଏସ ସ୍ତରରେ ଅଦଳବଦଳ : ଯଶୱନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ, ସଞ୍ଜୀବ ପଣ୍ଡାଙ୍କୁ କ୍ରାଇମବ୍ରାଂଚ ଏଡିଜି

ଭୁବନେଶ୍ୱର- ଆଇପିଏସ ସ୍ତରରେ ଅଦଳବଦଳ ହୋଇଛି । ଯଶୱନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ସଞ୍ଜୀବ ପଣ୍ଡାଙ୍କୁ କ୍ରାଇମବ୍ରାଂଚ ଏଡିଜି ଦାୟିତ୍ୱ ଦିଆଯାଇଛି । ସେ ପୋଲିସ ଗୃହ ନିର୍ମାଣ ନିଗମ ବିଭାଗର ଅତିରିକ୍ତ ଦାୟିତ୍ୱ ବି ତୁଲାଇବେ । ଲଳିତ ଦାସଙ୍କୁ…

ରାଜ୍ୟରେ ତ୍ବରାନ୍ବିତ ହେଉଛି କୋଭିଡ୍ ଟିକାକରଣ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀ ତଥା ଓଡ଼ିଶା ରାଜ୍ୟରୂପୀ ନିଜ ବିଶାଳ ପରିବାରର ସବୁ ସଦସ୍ୟଙ୍କୁ ମହାମାରୀ କବଳରୁ ନିରାପଦ ରଖିବା ପାଇଁ ଟିକାକରଣକୁ ସର୍ବାଧିକ ଗୁରୁତ୍ବ ଦେଇଆସିଛନ୍ତି। ସେଥିପାଇଁ ଟିକାକରଣ ସକାଶେ ଗ୍ଲୋବାଲ୍ ଟେଣ୍ଡର୍ ବ୍ୟବସ୍ଥା ମଧ୍ୟ ହୋଇଥିଲା। ସାନ୍ତ୍ବନାର ବିଷୟ…

ଘୁର୍ଣ୍ଣିବଳୟ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ବର୍ଷା ଜାରି

ଭୁବନେଶ୍ୱର- ଘୁର୍ଣ୍ଣିବଳୟ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ବର୍ଷା ଜାରି ରହିଛି । ୧୮ଟି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ପୁରୀ, କେନ୍ଦ୍ରାପଡା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଘଡଘଡି ସହ ବର୍ଷା ନେଇ ଚେତାବନୀ ଜାରି କରାଯାଇଛି । ୧୪ଟି ଜିଲ୍ଲାରେ…