Browsing Tag

Omicron Variant

ଓମିକ୍ରନ୍ ଯୋଗୁଁ ଦେଶର ଅନେକ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ, ହାଲୁକା ଭାବେ ନ ନେବାକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ୩ ଲକ୍ଷ ଅତିକ୍ରମ କରୁଛି | ଅନ୍ୟପକ୍ଷେ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଆଗାମୀ ଦିନରେ ଓମିକ୍ରନ୍ ମାମଲା ଆହୁରି ଦ୍ରୁତ ଗତିରେ ବଢିପାରେ | ଏଭଳି ସ୍ଥିତିରେ ଅନେକ ବିଶେଷଜ୍ଞ କରୋନା ପ୍ରତି ଯତ୍ନବାନ ହେବାକୁ…

ଓଡିଶାରେ ଓମିକ୍ରନ ଗୋଷ୍ଠୀ ସଂକ୍ରମଣ ମୁହାଁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ଓମିକ୍ରନ ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡିଶା । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହା କହିଛନ୍ତି । ଗୋଷ୍ଠୀ ସଂକ୍ରମଣର ଅର୍ଥ ସ୍ଥାନୀୟ ଅଂଚଳରେ ଓମିକ୍ରମ ସଂଖ୍ୟାରେ ବୃଦ୍ଧି । ରାଜ୍ୟରେ କେତେ ପ୍ରତିଶତ ସଂକ୍ରମଣ ହେଲାଣି, ତାହା ଜାଣିବା ପାଇଁ ଆମକୁ ଅପେକ୍ଷା କରିବାକୁ…

ଓଡିଶାରେ ପହଂଚିଲା ଓମିସିୟର କିଟ୍‌, ଚାଲିଛି ଡ୍ରାଏ ରନ୍

ଭୁବନେଶ୍ୱର- ଓଡିଶାରେ ପହଂଚିଛି ଓମିସିୟର କିଟ୍ । କିଟ୍ ପହଂଚିବା ପରେ ଡ୍ରାଏ ରନ୍ ଚାଲିଛି । କିଟ୍ ଠିକ ଅଛି କି ନାହିଁ , ସେ ନେଇ ପରୀକ୍ଷା କରାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଇଂଟରନାଲ ଷ୍ଟଡି ପାଇଁ ଏହି କିଟ୍ ବ୍ୟବହାର କରାଯିବ । ଯେଉଁ ଜିଲ୍ଲାରେ ଅଧିକ…

ରେକର୍ଡ ଭାଙ୍ଗୁଛି ଓମିକ୍ରନ୍, ସପ୍ତାହକ ମଧ୍ୟରେ ୧.୫ କୋଟି ନୂଆ ମାମଲା, ୪୮ ହଜାର ମୃତ୍ୟୁ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋଭିଡ -୧୯ ସଂକ୍ରମଣ ବିସ୍ଫୋରଣ ଜାରି ରହିଛି । ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏହାର ସଦ୍ୟତମ ମହାମାରୀ ରିପୋର୍ଟରେ କହିଛି ଯେ ଗତ ସପ୍ତାହରେ ନୂଆ କରୋନୋ ସଂକ୍ରମଣ ସଂଖ୍ୟା ପ୍ରାୟ ୫୫ ପ୍ରତିଶତ ବୃଦ୍ଧି ପାଇଛି। ମଙ୍ଗଳବାର ରାତିରେ ପ୍ରକାଶିତ…

ରାଜ୍ୟରେ ଆଜି ଆଉ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫

ଭୁବନେଶ୍ୱର –ରାଜ୍ୟରେ ଆଉ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୫କୁ ବୃଦ୍ଧି ପାଇଛି । ଆଜି ଆଉ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଆଇଏଲଏସ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି । ଗତବର୍ଷ ଡିସେମ୍ବର ୨୧ ତାରିଖରେ…