Browsing Tag

Panchayat Election

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ହେଉଛି ଶକ୍ତିଶାଳୀ: ନୂଆ କର୍ମୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର: ଆସନ୍ତା ମାସରେ ପଞ୍ଚାୟତ ନିର୍ବାଚନ। ତା ପୂର୍ବରୁ ରାଜ୍ୟର ୧ ନମ୍ବର ରାଜନୈତିକ ଦଳ ବିଜେଡି ଅଧିକ ବଳ ଗୋଟାଇବାରେ ଲାଗିଛି। ପଞ୍ଚାୟତ ମତଦାନ ପୂର୍ବରୁ ଅନ୍ୟ ଦଳ ପ୍ରତି ବିତୃସ୍ପୃହ ହୋଇ ଉଠିଥିବା ତୃଣମୂଳସ୍ତରର ନେତା ଓ କର୍ମୀ ନିଜ ପାର୍ଟି ଛାଡ଼ି ଶାସକ ଦଳରେ ସାମିଲ ହେବାର…

ସମ୍ବଲପୁର ଜିଲ୍ଲା ପରିଷଦ, ଅଧ୍ୟକ୍ଷା ପଦ ପାଇଁ ସବୁ ଆସନରେ ମହିଳା ଆଶାୟୀ, ବିଜେଡିରେ ଟିକଟ ଆଶାୟୀଙ୍କ ତାଲିକା ଲମ୍ବା

ସମ୍ବଲପୁର : ସୋମବାର ସକାଳ ପାହିଲେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଆରମ୍ଭ ହେବ। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ରାଜନୈତିକ ଦଳ ସେମାନଙ୍କ ଟିକଟ ଘୋଷଣା କରିନାହାନ୍ତି। ଏପଟେ ସବୁ ଦଳରେ ଜିଲ୍ଲା ପରିଷଦ ଟିକଟ ପାଇଁ ଆଶାୟୀଙ୍କ ଲବି ଜୋରଦାର ହୋଇଛି। ଏଭଳି ସ୍ଥିତିରେ ସମ୍ବଲପୁର…

ଆଜି ପଂଚାୟତ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ରାଜ୍ୟ ନିର୍ବାଚନ ଆୟୋଗ

ଭୁବନେଶ୍ୱର – ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ତାରିଖ ଘୋଷଣା କରିପାରନ୍ତି ରାଜ୍ୟ ନିର୍ବାଚନ କମିଶନ । ଆଜି ଦିନ ସାଢେ ୧୧ଟାରେ ଗୀତଗୋବିନ୍ଦ ସଦନରେ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରେସମିଟ୍ ରହିଛି । ଏଥିରେ ପଂଚାୟତ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି କମିଶନ । ଗତକାଲି କମିଶନ ପଂଚାୟତ…

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି : ଆଜି ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକ

ଭୁବନେଶ୍ୱର- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଔପଚାରିକ ଘୋଷଣା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ବୈଠକରେ ମୁଖ୍ୟତଃ ନିର୍ବାଚନ ପ୍ରାକ ପ୍ରସ୍ତୁତି, ଭୋଟର ତାଲିକା ଓ କୋଭିଡ ପରିସ୍ଥିତି ନେଇ ଆଲୋଚନା ହୋଇପାରେ । ଭୁବନେଶ୍ୱରରର ତୋଷାଳୀ ଭବନ ସ୍ଥିତ…

ପଂଚାୟତ ନିର୍ବାଚନ ନେଇ ଅନିଶ୍ଚିତତା ଦୂର, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ଗେଜେଟ ବିଜ୍ଞପ୍ତି

ଭୁବନେଶ୍ୱର- କୋରୋନାର ତୃତୀୟ ଲହର ମଧ୍ୟରେ ପଂଚାୟତ ନିର୍ବାଚନ ପାଇଁ ଥିବା ଅନିଶ୍ଚିତତା ଦୂର ହୋଇଛି । ରାଜ୍ୟ ସରକାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସବୁ ଚୂଡାନ୍ତ ତାଲିକା ରାଜ୍ୟ ନିର୍ବାଚନ କମିଶନକୁ ଦେଇଥିବା ବେଳେ ଶନିବାର ଦିନ ଗେଜେଟ ବିଜ୍ଞପ୍ତି ଜାରି କରିଛନ୍ତି । ଓଡିଶା ଗ୍ରାମ…