Browsing Tag

Passes Away

‘ଗୋପାଳ ରହସ୍ୟ’ର ଲୋକପ୍ରିୟ ଅଭିନେତା ରବି ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର- ବିଶିଷ୍ଟ ଓଡିଆ ଅଭିନେତା ରବି ମିଶ୍ରଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ସେ ଚିକିତ୍ସିତ ହେଉଥିଲେ । ସେ ବହୁ ମଂଚ ନାଟକ, ସିରିଏଲ ଓ ଫିଲ୍ମରେ ଅଭିନୟ କରି ଲୋକପ୍ରିୟ ହୋଇପାରିଥିଲେ । ଟେଲି ସିରିଏଲ ‘ଗୋପାଳ ରହସ୍ୟ’ରେ ଅଭିନୟ କରି ରବି ମିଶ୍ର…

ବରିଷ୍ଠ କଂଗ୍ରେସ ନେତା ମାଧବ ସିଂହ ସୋଲାଙ୍କିଙ୍କ ଦେହାନ୍ତ

ଅହମ୍ମଦାବାଦ - କଂଗ୍ରେସର ବରିଷ୍ଠ ନେତା ତଥା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବ ସିଂହ ସୋଲାଙ୍କିଙ୍କ ଶନିବାର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । କଂଗ୍ରେସର ଜଣେ ବଡ଼ ନେତା ଭାବେ ପରିଚିତ ସୋଲାଙ୍କି ଗୁଜରାଟର ଚାରିଥର ମୁଖ୍ୟମନ୍ତ୍ରୀ ଥିଲେ । ସେ…

ପୂର୍ବତନ ହକି ଖେଳାଳି ମାଇକେଲ କିଣ୍ଡୋଙ୍କ ପରଲୋକ

ଭୁବନେଶ୍ୱର- ପୂର୍ବତନ ହକି ଖେଳାଳି ଅଲିମ୍ପିଆନ ମାଇକେଲ କିଣ୍ଡୋଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା ଯୋଗୁଁ ସେ ରାଉରକେଲା ସ୍ଥିତ ଇସ୍ପାତ ଜେନେରାଲ ହସପିଟାଲରେ ଚିକିତ୍ସିତ ହେଉଥିଲେ । ସେ ଝାଡଖଣ୍ଡର ବାସିନ୍ଦା ଥିଲେ । ଜଣେ ଦକ୍ଷ ଡିଫେଣ୍ଡର…