Browsing Tag

PM Narendra Modi

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ନବବର୍ଷ ଶୁଭେଚ୍ଛା

ନୂଆଦିଲ୍ଲୀ – କରୋନା ସଙ୍କଟ ମଧ୍ୟରେ ଦେଶବାସୀ ନୂଆବର୍ଷ ୨୦୨୧କୁ ସ୍ୱାଗତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପି ଭେଙ୍କେୟା ନାୟୁଡୁ ଦେଶବାସୀଙ୍କୁ ନବବର୍ଷ ଶୁଭେଚ୍ଛା ଜଣାଇଛନ୍ତି । ପିଏମ୍ ମୋଦି ଟ୍ୱିଟ୍ କରି…

ବାରମ୍ବାର ଦାବି ବଦଳାଉଥିବା ନେଇ ମୋଦିଙ୍କ ଅଭିଯୋଗକୁ ଚାଷୀଙ୍କ ଖଣ୍ଡନ

ନୂଆଦିଲ୍ଲୀ - କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ମାସେ ପୂରିଥିଲେ ମଧ୍ୟ ଏହି ଅଚଳାବସ୍ଥାର କୌଣସି ସମାଧାନ ବାହାରି ପାରିନାହିଁ । ଉଭୟ ଚାଷୀ ଓ ସରକାର ନିଜ ନିଜ ଜିଦରେ ଅଟଳ ରହିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଯୋଗକୁ ଆନ୍ଦୋଳନରତ ଚାଷୀ ଖଣ୍ଡନ କରିଛନ୍ତି । ମୋଦି…

ଫନି ବାତ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଘର ଯୋଗାଇ ଦେବାକୁ ପିଏମଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ୨୦୧୯ରେ ବାତ୍ୟା ଫନିରେ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡିକରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ୱତନ୍ତ୍ର ଘର ଯୋଗାଇଦେବା ପାଇଁ ବିଚାର କରିବାକୁ ମୋଦିଙ୍କୁ…

‘ଫିକି’ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କୃଷି କ୍ଷେତ୍ରରେ ସଂସ୍କାର ଚାଷୀଙ୍କ ହିତ ପାଇଁ ଉଦ୍ଦିଷ୍ଟ

ନୂଆଦିଲ୍ଲୀ – କୃଷି କ୍ଷେତ୍ରରେ ଯେଉଁ ସଂସ୍କାର ଚାଲିଛି, ତାହା ଚାଷୀମାନଙ୍କ ହିତସାଧନ ପାଇଁ ଉଦ୍ଦିଷ୍ଟ । କୃଷି ଆଇନରୁ ଚାଷୀମାନେ ଅଧିକ ଉପକୃତ ହେବେ । ଚାଷୀଙ୍କ ବିକାଶ ହେଲେ ଦେଶର ବିକାଶ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଫିକି)ର ୯୩ତମ…

ଆଜି ସର୍ବଦଳୀୟ ବୈଠକ: କୋଭିଡ ସ୍ଥିତି ଉପରେ ହେବ ଆଲୋଚନା

ନୂଆଦିଲ୍ଳୀ – ଦେଶରେ କୋଭିଡ୍-୧୯ ସ୍ଥିିତିର ସମୀକ୍ଷା ପାଇଁ ଆଜି ଏକ ସର୍ବଦଳୀୟ ବୈଠକ ବସିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ସର୍ବଦଳୀୟ ବୈଠକରେ ଦେଶରେ କୋଭିଡ୍-୧୯ ସ୍ଥିତି ଓ ଟିକା ବିତରଣ ଯୋଜନା ଉପରେ ଆଲୋଚନା ହେବା ସମ୍ଭାବନା ରହିଛି । ଏହି ମହାମାରୀ ବ୍ୟାପିବା…

‘କୋଭିସିଲ୍ଡ’ ଟିକାର ଜରୁରୀ ବ୍ୟବହାର ପାଇଁ ଆବେଦନ କରିବ ସିରମ୍ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ - ସିରମ୍ ଇନଷ୍ଟିଚ୍ୟୁଟ୍ ତରଫରୁ ତିଆରି ହେଉଥିବା କୋଭିଡ୍ ଟିକା ‘କୋଭିସିଲ୍ଡ’ର ଜରୁରୀ ବ୍ୟବହାର ପାଇଁ ଆବେଦନ କରାଯିବ । ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାଓାଲା ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତ ସରକାର…