Browsing Tag

Pranab Prakash Das (Boby)

ବିଜେଡି ନାରୀ ସଶକ୍ତୀକରଣର ପୁରୋଧା: ଗଞ୍ଜାମ ଜିଲ୍ଲା ମହିଳା ବିଜେଡି କାର୍ଯ୍ୟକାରିଣୀ ବୈଠକ

ବ୍ରହ୍ମପୁର: ରାଜ୍ୟ ସରକାର ତଥା ବିଜୁ ଜନତା ଦଳ ଦଳୀୟ ସଙ୍ଗଠନରେ ମହିଳାମାନଙ୍କୁ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନର ଅନ୍ୟତମ ମନ୍ତ୍ର ହୋଇଛି ନାରୀ ସଶକ୍ତୀକରଣ। ମହିଳାମାନେ ସଙ୍ଗଠିତ ହୁଅନ୍ତୁ, ଆତ୍ମନିର୍ଭରଶୀଳ ତଥା ସ୍ବାବଲମ୍ବୀ ହୋଇ ସମାଜରେ ନିଜର…

ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଅଟଳ ବିଜେଡି, ପ୍ରଣବ କହିଲେ ଶୁଷ୍କ ରାଜନୀତି କରୁଛି ବିଜେପି

ଭୁବନେଶ୍ୱର- ଧାନ କିଣା ପ୍ରସଙ୍ଗରେ ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଷ ପିଇ ଆତ୍ମହତ୍ୟା ପ୍ରସଙ୍ଗରେ ରାଜନୀତି ସରଗରମ ହୋଇଛି । ଏ ପ୍ରସଙ୍ଗରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇନାହିଁ । ବିଜେପିି ବିଧାୟକ ଗୃହରେ କ୍ଷମାପ୍ରାର୍ଥନା କରିବା ଦାବିରେ ଅଟଳ ରହିଛି ଶାସକ ବିଜେଡି ।…