Browsing Tag

Prime Minister Narendra Modi

କରୋନା ମହାମାରୀ ମଧ୍ୟରେ ଆଶାର କିରଣ ସାଜିଛି ଯୋଗ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଯୋଗ ଆଶାର କିରଣ ସାଜିଛି । ଯୋଗ ଆମକୁ ଷ୍ଟ୍ରେସ୍‌ରୁ ଷ୍ଟ୍ରେନ୍ଥ ଏବଂ ନେଗେଟିଭିଟିରୁ କ୍ରିଏଟିଭିଟିର ପଥ ଦେଖାଇଛି ବୋଲି ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଦୁଇ ବର୍ଷ…

ଜାମ୍ମୁ କାଶ୍ମୀରକୁ ପୁଣି ମିଳିପାରେ ରାଜ୍ୟ ମାନ୍ୟତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ ତାରିଖରେ ଜାମ୍ମୁ କାଶ୍ମୀରର ଆଞ୍ଚଳିକ ଦଳମାନଙ୍କ ସହ ଏକ ବୈଠକ କରିବେ। ଏଥିରେ ଜାମ୍ମୁ କାଶ୍ମୀରକୁ ପୁଣି ଥରେ ରାଜ୍ୟ ମାନ୍ୟତା ଦେବା ଉପରେ ଆଲୋଚନା ହେବା ସମ୍ଭାବନା ରହିଛି । ଏହାପୂର୍ବରୁ ଶୁକ୍ରବାର ଦିନ ଦିଲ୍ଲୀରେ ଜାମ୍ମୁ କାଶ୍ମୀର…

ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ କହିଲେ ପ୍ରଧାନମନ୍ତ୍ରୀ, କରୋନା ସଂକ୍ରମଣର ଦ୍ୱିତୀୟ ଲହରୀକୁ ରୋକିବାକୁ ପଡିବ

ନୂଆଦିଲ୍ଲୀ – ଦେଶରେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ରୋକିବାକୁ ନିର୍ଣ୍ଣାୟକ ପଦକ୍ଷେପ ଦରକାର । ସମ୍ଭାବ୍ୟ ଦ୍ୱିତୀୟ ଲହରୀକୁ ରୋକିବା ପାଇଁ କୋଭିଡ୍ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ । ଦେଶରେ କରୋନା ସ୍ଥିତି ଉପରେ ଆଜି ମୁଖ୍ୟମନ୍ତ୍ରୀ ମାନଙ୍କ ସହ ବୈଠକରେ ପ୍ରଧାନମନ୍ତ୍ରୀ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ ଲିଜନ୍ ଅଫ୍ ମେରିଟ୍’ ସମ୍ମାନରେ ସମ୍ମାନିତ କଲେ ଟ୍ରମ୍ପ

ୱାଶିଂଟନ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଭାରତର ପ୍ରଧାନମନ୍ତ୍ରୀଙ୍କୁ 'ଲିଜନ୍ ଅଫ୍ ମେରିଟ୍' ସମ୍ମାନରେ ସମ୍ମାନିତ କରିଛନ୍ତି। ଦୁଇ ଦେଶର ରଣନୀତିକ ଭାଗିଦାରୀ ବୃଦ୍ଧି ତଥା ବିଶ୍ୱ ଶକ୍ତି ଭାବେ ଭାରତର ଉଦୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ପୁରସ୍କାରରେ…