Browsing Tag

Puri Collector Samarth Verma

ଆସନ୍ତା ୨୦ରେ ରଥଯାତ୍ରା ସମନ୍ୱୟ କମିଟି ବୈଠକ

ପୁରୀ - ଆସନ୍ତା ୨୦ରେ ରଥଯାତ୍ରା ସମନ୍ବୟ କମିଟି ବୈଠକ ବସିବ । କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ରଥଯାତ୍ରା ପରିଚାଳନା, ସୁରକ୍ଷା, ନୀତି ନିର୍ଘଣ୍ଟ ନେଇ ବୈଠକରେ ଆଲୋଚନା ହେବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଏଥର ରଥଯାତ୍ରାବେଳେ…

ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତିର ସମୀକ୍ଷା କଲେ ପୁରୀ ଜିଲ୍ଲାପାଳ, ଆଜି ରାତିରୁ ସହରରେ ୧୪୪ ଧାରା

ପୁରୀ - ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଲାଗି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସ୍ନାନପୂର୍ଣ୍ଣିମା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ସକାଳ ସାଢେ ୭ଟାରୁ ଜଳଲାଗି ହେବ । ସ୍ନାନପୂର୍ଣ୍ଣିମାରେ…

ସ୍ନାନ ପୂର୍ଣ୍ଣିମାରେ ଠାକୁରଙ୍କ ଗଜାନନ ବେଶ ନେଇ ଦଇତାପତି ଓ ପୁଷ୍ପାଳକଙ୍କ ସହ ଆଲୋଚନା କଲେ ପୁରୀ ଜିଲ୍ଲାପାଳ

ପୁରୀ – ସ୍ନାନ ପୂର୍ଣ୍ଣିମାରେ ଠାକୁରଙ୍କ ଗଜାନନ ବେଶ ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ଗଜାନନ ବେଶ ନେଇ ଦଇତାପତି ଓ ପୁଷ୍ପାଳକଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ଶ୍ରୀମନ୍ଦିର ସତ୍ୱଲିପି ଆଧାରରେ ସ୍ନାନବେଦୀରେ ରହିବେ ସେବାୟତ । ଆବଶ୍ୟକ…

ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ନେଇ ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ ପକ୍ଷରୁ ୨ଟି ଜାଗାର ସର୍ଭେ

ଭୁବନେଶ୍ୱର- ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ନେଇ ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ-ଏଏଆଇ ର ବୈଷୟିକ କମିଟି ପକ୍ଷରୁ ସର୍ଭେ କରାଯାଇଛି । ସର୍ଭେରେ ଦିଲ୍ଲୀର ୪ ଓ ଭୁବନେଶ୍ୱରର ୨ ଜଣ ବିମାନବନ୍ଦର ବିଶେଷଜ୍ଞ ସାମିଲ ହୋଇଥିଲେ । ପୁରୀ ସଦର ସିପସରୁବାଲି ମୌଜାର ଗିରଳ ଏବଂ ସିପସରୁବାଲି ଅଂଚଳର…