Browsing Tag

Puri Rath Yatra

ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ତିନିରଥ 

ଆଜି ଶ୍ରୀଜୀଉ ଙ୍କ ତିନି ରଥ ଦକ୍ଷିଣୀ ମୋଡ଼ ହୋଇ ନାକଚଣା ଦ୍ୱାର ସମ୍ମୁଖରେ ଲାଗିଛି। ପରମ୍ପରା ଅନୁଯାୟୀ ଆଷାଢ଼ ଶୁକ୍ଳ ସପ୍ତମୀରେ ରଥ ତ୍ରୟ ର ଦକ୍ଷିଣୀ ମୋଡ଼ କରାଯାଇଛି। ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥକୁ ଆଜ୍ଞାମାଳ ବିଜେ ହେବା ପରେ ସର୍ବପ୍ରଥମେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣୀ ମୋଡ଼…

ଶରଧାବାଲିରେ ଆଜି ହେବ ତିନି ରଥର ଦକ୍ଷିଣୀ ମୋଡ଼

ପୁରୀ: ଗୁଣ୍ଡିଚା ମନ୍ଦିର ସମ୍ମୁଖ ସିଂହଦ୍ଵାର ରୁ ଆଜି ରଥ ତ୍ରୟ ଦକ୍ଷିଣୀ ମୋଡ଼ ହୋଇ ନାକଚଣା ଦ୍ୱାର ରେ ଲାଗିବ। ଆଜିଠାରୁ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥକୁ ଆଜ୍ଞାମାଳ ବିଜେ ହେବା ପରେ ପରମ୍ପରା ଅନୁଯାୟୀ ସର୍ବପ୍ରଥମେ ସୁଭଦ୍ରାଙ୍କ ଦର୍ପଦଳନ…

ପୁରୀ: ଆଜି ହେରାପଞ୍ଚମୀ ମହାଲକ୍ଷ୍ମୀ ଭାଙ୍ଗିବେ ନନ୍ଦିଘୋଷ ରଥ 

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେରାପଞ୍ଚମୀ ହେଉଛି ଏକ ଅନନ୍ୟ ପର୍ବ। ମହାପ୍ରଭୁଙ୍କ ମାନବୀୟ ଲୀଳାର ଏହା ଏକ ଉଦାହରଣ। ନବଦିନ ବ୍ୟାପି ରଥଯାତ୍ରାର ମଧ୍ୟ ଭାଗରେ ଏହି ଉତ୍ସବ ପାଳନ କରାଯାଇଥାଏ। ରହସ୍ୟମୟ ଠାକୁର ସିଏ। ନିଜେ ରହସ୍ୟମୟ ହେବା ସହିତ ତାଙ୍କର ପ୍ରତ୍ୟେକ ଯାତ୍ରା ପଛରେ ରହିଛି ଅନେକ…

ରଥାରୁଢ ହେଲେ ତିନିଠାକୁର, ଗଜପତି ମହାରାଜଙ୍କ ଛେରା ପହଁରା

ପୁରୀ- ଶ୍ରୀମନ୍ଦିର ରତ୍ନବେଦୀରୁ ଆସି ଭକ୍ତଙ୍କ ନିମନ୍ତେ ରଥାରୁଢ ହୋଇଛନ୍ତି ମହାବାହୁ । ବଡଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଧାଡି ପହଣ୍ଡିରେ ଆସି ରଥରେ ବିଜେ କରିଛନ୍ତି । ଏ ଯାବତ ସୁଚାରରୂପେ ସଂପାଦିତ ହୋଇଛି ରଥଯାତ୍ରାର ସମସ୍ତ ନୀତିକାନ୍ତି । ଚତୁର୍ଦ୍ଧାମୂତ୍ତି ର୍…

ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ଶୁଭେଚ୍ଛା

ଭୁବନେଶ୍ୱର - ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ କୋଭିଡ ସଂକଟ ଶୀଘ୍ର ଦୂର ହେଉ ବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ସୁଖ, ସମୃଦ୍ଧି ଓ…

ରଥଯାତ୍ରା ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା, ସମୀକ୍ଷା କଲେ ଡିଜିପି

ପୁରୀ – ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଡିଜିପି ଅଭୟ ପୁରୀରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ପୁରୀ ଗୋପବନ୍ଧୁ ଆୟୁର୍ବେଦ ହସପିଟାଲରେ ବରିଷ୍ଠ ଅଧିକାରୀଙ୍କ ବୈଠକ ହୋଇଛି । ଏଥିରେ ପୁରୀ ଏସପିଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ…

ପୁରୀ : ଆଜି ରୋଚକ କଥାରେ ରଥରେ ଚିତ୍ରକାର ଓ ରୂପକାର ସେବା

ପବିତ୍ର ଘୋଷ ଯାତ୍ରା ବା ରଥଯାତ୍ରାକୁ ସୁନ୍ଦର ତଥା ଶୃଙ୍ଖଳିତ କରିବା ପାଇଁ ଅନେକ ସେବାୟତ ନିଜ ନିଜର ସେବାକାର୍ଯ୍ୟ ପ୍ରଦାନ କରିଥାନ୍ତି। ସେମାନଙ୍କ ମଧ୍ୟରୁ ଚିତ୍ରକାର ଓ ରୂପକାର ସେବା ଅନ୍ୟତମ। ଶ୍ରୀମନ୍ଦିର ଛତିଶା ନିଯୋଗ ଅନ୍ତର୍ଭୁକ୍ତ ଏହିସେବା। ଚିତ୍ରକାର ଦତ୍ତ ମହାପାତ୍ର ମାନେ…

ଛତିଶା ନିଯୋଗ ସହ ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନର ରଥଯାତ୍ରା ବ୍ୟବସ୍ଥାବଳୀ ଚୂଡାନ୍ତ

ପୁରୀ- ଆସନ୍ତା ରଥଯାତ୍ରାରେ କେବଳ ସେବାୟତ ମାନେ ହିଁ ରଥଟାଣିବେ । ଗତଥର ଭଳି ଏଥର ମଧ୍ୟ ରଥର ଦ‌ଖିଣ ମୋଡ଼ ପାଇଁ ନିୟୋଜିତ ହେବେ ପୋଲିସ ବାହିନୀ । ସେବାୟତ ଓ ପ୍ରଶାସନିକ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ । ସେମାନଙ୍କ ପାଇଁ ଗାମୁଛା ଓ ସାନିଟାଇଜର ବ୍ୟବସ୍ଥା କରାଯିବ । ଆଜି ଛତିଶା ନିଯୋଗ…