Browsing Tag

Puri Rath Yatra

ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ନୀତିନିର୍ଘଂଟ ଚୂଡାନ୍ତ

ପୁରୀ – ଛତିଶା ନିଯୋଗ ବୈଠକରେ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ନୀତିକାନ୍ତି ସମୟ ଚୂଡାନ୍ତ ହୋଇଛି । ବିନାଭକ୍ତରେ ହେବ ଉଭୟ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା । ସୀମିତ ସଂଖ୍ୟକ ସେବକଙ୍କୁ ନେଇ ହେବ ନୀତିକାନ୍ତି । ସ୍ନାନପୂର୍ଣ୍ଣିମା ପାଇଁ ସ୍ଥିର ହୋଇଥିବା ନୀତିନିର୍ଘଂଟ ଅନୁସାରେ-…

ରଥଯାତ୍ରା ର ରୋଚକ ତଥ୍ୟ- ଆଜି ଜାଣିବା ଦର୍ପଦଳନ ରଥର ସାରଥୀ ଓ ପାର୍ଶ୍ଵଦେଵତାଙ୍କ ବିଷୟରେ କିଛି କଥା

ସୃଷ୍ଟିର ସମସ୍ତ ଶୁଭର ଭାବ ଯାହାଙ୍କ ଠାରେ ବିଦ୍ୟମାନ ସେ ହେଉଛନ୍ତି ଦେବୀ ସୁଭଦ୍ରା। ବୈଦିକ ସାହିତ୍ୟରେ ବର୍ଣ୍ଣିତ ଏକନଂଶା ଦେବୀଙ୍କ ପରବର୍ତ୍ତୀ ସ୍ୱରୂପ ହିଁ ସୁଭଦ୍ରା। ଏକନଂଶା ଶବ୍ଦର ଅର୍ଥ ହେଉଛି 'ବ୍ରହ୍ମମାୟା'। ବ୍ରହ୍ମଙ୍କ ଅବିଛିର୍ଣ୍ଣ ଅଙ୍ଗ ହେତୁ ସିଏ ଜୀବାତ୍ମାର ଗତି…

ରଥଯାତ୍ରାର ରୋଚକ ତଥ୍ୟ: ତାଳଧ୍ଵଜ ରଥର ସାରଥୀ ଓ ପାର୍ଶ୍ଵଦେବତାଙ୍କ ବିଷୟରେ କିଛି ଜାଣିବା କଥା

ଶ୍ରୀ ଜଗନ୍ନାଥ ସଂସ୍କୃତି ହେଉଛି ସ୍ମାର୍ତ୍ତ ମତରେ ପଞ୍ଚ ଉପାସନାର ସଂସ୍କୃତି। ଶୈବ, ଶାକ୍ତ, ଗାଣପତ୍ୟ ଓ ସୌର ପରମ୍ପରା ସମ୍ମିଳିତ ଭାବରେ ଏହି ବୈଷ୍ଣବୀୟ ସଂସ୍କୃତି କୁ ପୃଷ୍ଠ କରିଛନ୍ତି। ଏସବୁ ଦୃଷ୍ଟିରୁ ବିଚାର କଲେ ରତ୍ନସିଂହାସନ ରେ ଶୈବ ସଂସ୍କୃତିର ପ୍ରତିନିଧି ଭାବରେ ଶ୍ରୀବଳଭଦ୍ର…

ରଥଯାତ୍ରାର ରୋଚକ ତଥ୍ୟ: ଆଜି ଜାଣିବା ତାଳଧ୍ୱଜ ରଥ ବିଷୟରେ କିଛି

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଯେଉଁ ତିନୋଟି ସୁଉଚ୍ଚ ରଥ ନିର୍ମାଣ କରାଯାଇଥାଏ। ସେହି ତିନୋଟି ରଥର ନାମ ଭିନ୍ନ ଭିନ୍ନ ଅଟେ। ଶେଷାବତାର ଶ୍ରୀ ବଳଭଦ୍ର ବା ବଡ ଠାକୁର ଯେଉଁ ରଥରେ ବିରାଜମାନ କରିଥାନ୍ତି ସେହି ରଥ ର ନାମ ହେଉଛି "ତାଳଧ୍ଵଜ ରଥ"। ତାଳଧ୍ଵଜ ରଥର…

ରଥଯାତ୍ରାର ରୋଚକ ତଥ୍ୟ- ନନ୍ଦିଘୋଷ ରଥ ବିଷୟରେ କିଛି ଜାଣିବା କଥା

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଶ୍ରୀ କ୍ଷେତ୍ର ପୁରୀରେ ନିର୍ମିତ ହୋଇଥାଏ ତିନୋଟି ସୁଦୃଶ୍ୟ ରଥ। ତିନି ରଥରେ ଚତୁର୍ଦ୍ଧା ବିଗ୍ରହ ବିରାଜମାନ କରି ଗୁଣ୍ଡିଚାଘର କୁ ଯାଇଥାନ୍ତି। ଶାସ୍ତ୍ରରେ ଏହାକୁ ଦଶାବତାର ଯାତ୍ରା ବୋଲି କୁହାଯାଇଛି। କାରଣ ଚତୁର୍ଦ୍ଧା ବିଗ୍ରହ ଙ୍କ ସହିତ ଚଳନ୍ତି…

ରଥଯାତ୍ରାର ରୋଚକ ତଥ୍ୟ : ତିନି ରଥର ପାର୍ଶ୍ଵ ଦେବତାଙ୍କ ବିଷୟରେ କିଛି ଜାଣିବା କଥା

ତିନି ରଥ ର ପାର୍ଶ୍ଵ ଦେବତା - ପୌରାଣିକ ଯୁଗରୁ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଆସୁଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା। ପ୍ରତିବର୍ଷ ଚତୁର୍ଦ୍ଧା ବିଗ୍ରହଙ୍କ ପାଇଁ ତିନି ଗୋଟି ରଥ ନିର୍ମାଣ ସମ୍ପୂର୍ଣ୍ଣ ଶିଳ୍ପ ଶାସ୍ତ୍ର ପଦ୍ଧତି ରେ କରାଯାଇଥାଏ। କିନ୍ତୁ ପ୍ରତି ରଥରେ…