Browsing Tag

Rohit Sharma

ଏହି ଷ୍ଟାର୍ ଖେଳାଳି ହେବେ ଭାରତର ନୂଆ ଟେଷ୍ଟ ଅଧିନାୟକ, ଦିନିକିଆ ସିରିଜ୍ ପରେ ବିସିସିଆଇ କରିବ ଘୋଷଣା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତର ୧-୨ ପରାଜୟ ପରେ ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦ ଛାଡ଼ିଦେଇଛନ୍ତି । ଏବେ ବଡ଼ ପ୍ରଶ୍ନ ହେଉଛି କୋହଲିଙ୍କ ସ୍ଥାନରେ କାହାକୁ ଟେଷ୍ଟ ଦଳର ନେତୃତ୍ବ ଦିଆଯିବ । ଏହି ପ୍ରଶ୍ନର ଉତ୍ତର ଊଣା ଅଧିକେ ସ୍ପଷ୍ଟ ହେବାରେ ଲାଗିଛି । ଭାରତର…

ରୋହିତଙ୍କ ସହ ମତଭେଦକୁ କୋହଲୀଙ୍କ ଅସ୍ୱୀକାର, କହିଲେ, ଦିନିକିଆ ଟିମ୍ ଅଧିନାୟକ ନ ରହିବା ନେଇ ଆଗୁଆ ସୂଚନା ଦିଆଯାଇଥିଲା

ମୁମ୍ବାଇ - ଦିନିକିଆ ଦଳର ଅଧିନାୟକ ପଦରୁ ହଟାଯିବା ପ୍ରସଙ୍ଗ ଓ ବିସିସିଆଇ ସହ ବିବାଦର ଚର୍ଚ୍ଚା ମଧ୍ୟରେ ଆଜି ମୁହଁ ଖୋଲିଛନ୍ତି ଟିମ୍ ଇଣ୍ଡିଆ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲୀ । ରୋହିତ ଶର୍ମାଙ୍କ ସହ ତାଙ୍କର କୌଣସି ମତଭେଦ ନାହିଁ ବୋଲି କହିଛନ୍ତି କୋହଲୀ । ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ…

ରୋହିତଙ୍କ ଆଉ ଏକ ମାଇଲଖୁଣ୍ଟ, ଏହି ମାମଲାରେ ଆଫ୍ରିଦିଙ୍କୁ ଟପିଲେ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ହିଟମ୍ୟାନ୍ ତଥା ଟି-୨୦ ଅଧିନାୟକ ରୋହିତ ଶର୍ମା ଶୁକ୍ରବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩୬ଟି ବଲରୁ ୫୫ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ତାଙ୍କର ଏହି ଇନିଂସରେ ପାଞ୍ଚଟି ବିଶାଳ ଛକା ସାମିଲ ଥିଲା । ରୋହିତ ଚତୁର୍ଥ ଓଭରର ଚତୁର୍ଥ ବଲରେ ଆଡାମ ମିଲନେଙ୍କ ବୋଲିଂରେ…

ଆଇସିସି ଦିନିକିଆ ମାନ୍ୟତା: କୋହଲି, ରୋହିତଙ୍କ ପ୍ରାଧାନ୍ୟ ଅବ୍ୟାହତ

ଦୁବାଇ - ଆଇସିସି ଦ୍ୱାରା ଜାରି ସଦ୍ୟତମ ଦିନିକିଆ ବ୍ୟାଟିଂ ତାଲିକର ପ୍ରଥମ ଦୁଇଟି ସ୍ଥାନରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ସିନିୟର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ପ୍ରାଧାନ୍ୟ ଜାରି ରହିଛି । ଭାରତର ଏହି ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ବଜାୟ…

ଶେଷ ଦୁଇ ଟେଷ୍ଟ ପାଇଁ ରୋହିତ ଉପ ଅଧିନାୟକ ନିଯୁକ୍ତ

ନୂଆଦିଲ୍ଲୀ – ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇଟି ଟେଷ୍ଟ ପାଇଁ ଚେତେଶ୍ୱର ପୂଜାରାଙ୍କ ସ୍ଥାନରେ ସିନିୟର ଓପନର ରୋହିତ ଶର୍ମା ଭାରତୀୟ ଦଳର ଉପ ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି । ରୋହିତ ପ୍ରଥମ ଥର ଟେଷ୍ଟ ଦଳର ଉପ ଅଧିନାୟକ ହୋଇଛନ୍ତି । ମେଲବୋର୍ଣ୍ଣ ଟେଷ୍ଟରେ ପୂଜାରାଙ୍କୁ ଏହି ଦାୟିତ୍ୱ…

ବୁଧବାର ଭାରତୀୟ ଦଳ ସହ ଯୋଗଦେବେ ରୋହିତ, ମେଲବୋର୍ଣ୍ଣକୁ ସ୍ଥାନାନ୍ତର ହୋଇପାରେ ତୃତୀୟ ଟେଷ୍ଟ

ନୂଆଦିଲ୍ଲୀ - ସିନିୟର ଓପନର ରୋହିତ ଶର୍ମା ବୁଧବାର ମେଲବୋର୍ଣ୍ଣରେ ଭାରତୀୟ ଦଳ ସହ ଯୋଗଦେବେ । ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ରୋହିତ ସମ୍ପ୍ରତି ସିଡନୀରେ କ୍ୱାରେଣ୍ଟାଇନରେ ଅଛନ୍ତି । ତାଙ୍କର ୧୪ ଦିନିଆ କ୍ୱାରେଣ୍ଟାଇନ ଅବଧି ବୁଧବାର ଶେଷ ହେଉଛି । ରୋହିତ ତୃତୀୟ ଓ ଚତୁର୍ଥ ଟେଷ୍ଟ ଖେଳିବେ…