Browsing Tag

Rourkela

ବ୍ଲୁମବର୍ଗ ୨୦୨୧ ଗ୍ଲୋବାଲ ମେୟର ଚ୍ୟାଲେଞ୍ଜରେ ଫାଇନାଲିଷ୍ଟ ଭାବରେ ରାଉରକେଲା ସହର ସ୍ଥାନ ପାଇଲା

ରାଉରକେଲା: ରାଉରକେଲା ଆଜି ୨୦୨୧ ଗ୍ଲୋବାଲ୍ ମେୟର୍ସ ଚ୍ୟାଲେଞ୍ଜରେ ଫାଇନାଲିଷ୍ଟ ଭାବରେ ମନୋନୀତ ହୋଇଥିବା ୫୦ଟି ଚାମ୍ପିଅନ୍ ସହର ମଧ୍ୟରୁ ଅନ୍ୟତମ। ଏହା ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଯାହା କୋଭିଡ ମହାମାରୀ ସମୟରେ ସହରଗୁଡିକ ଦ୍ୱାରା ବିକଶିତ ହୋଇଥିବା ବହୁ ଉଚ୍ଚକୋଟୀର ଚିନ୍ତାଧାରାକୁ…

ସୁନ୍ଦରଗଡ ଏନଟିପିସି କୋଭିଡ ହସପିଟାଲେଁ ଜିଲ୍ଲାପାଳକଁର୍ ସମୀକ୍ଷା

ଖୁଲବା ୧୦ଟା ଆଇସିୟୁ ବେଡ୍ ୨ ଶହ ବେଡ୍ ର ଟିଏମସି ବି ଖୁଲବା ସୁନ୍ଦରଗଡ: ଦିନକୁ ଦିନ୍ ସୁନ୍ଦରଗଡେଁ କରୋନା ବେମାରୀ ମାନକର୍ ସଂଖ୍ୟା ଗୁରଦୁଟେ ବଢିଗଲାନ । ଇଟାକେ ଦେଖିକରି ଶୁକୁରବାର୍ ଦିନେ ଜିଲ୍ଲାପାଲ ନିଖିଲ ପବନ କଲ୍ୟାଣ ଏନଟିପିସିର କୋଭିଡ୍ ହସପିଟାଲେଁ ସମୀଖ୍ୟା କରିଛନ୍ ।…

ରାଉରକେଲା ସ୍ମାର୍ଟ ସିଟି ପାଇଁ ଖୁସି ଖବର: ସର୍ବଭାରତୀୟ ନର୍ଚରିଙ୍ଗ୍ ନେଇବରହୁଡ୍ ଚ୍ୟାଲେଞ୍ଜରେ ବାଜିମାତ

ଶ୍ରେଷ୍ଠ ୨୫ଟି ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା ରାଉରକେଲା:  ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନର୍ଚରିଂ ନେଇବରହୁଡ ଚ୍ୟାଲେଞ୍ଜରେ ବାଜିମାତ କରିଛି ରାଉରକେଲା ସ୍ମାର୍ଟ ସିଟି। ସାରା ଦେଶରେ ଶ୍ରେଷ୍ଠ ୨୫ଟି ସହର ମଧ୍ୟରେ ରାଉରକେଲା…

ସୁନ୍ଦରଗଡ ଜିଲ୍ଲାରେ ୫ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ରାଉରକେଲାକୁ କହିଲେ…

ରାଉରକେଲା- ଦିନିକିଆ ସୁନ୍ଦରଗଡ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀପଂଚମୀର ପବିତ୍ର ତିଥିରେ ୨୦୨୩ ପୁରୁଷ ବିଶ୍ୱକପ୍ ହକି ପାଇଁ ପ୍ରସ୍ତୁତିର ଶୁଭାରମ୍ଭ କରିଛନ୍ତି । ଏଥିସହ ସୁନ୍ଦରଗଡ ଜିଲ୍ଲା ପାଇଁ ୫ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି…

ରାଉକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିୟମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ବିର୍ସାମୁଣ୍ଡାଙ୍କ ନାଁରେ ନାମିତ

ରାଉରକେଲା – ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସର୍ବବୃହତ ହକି ଷ୍ଟାଡିୟମର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାଁରେ ନାମିତ ହେଲା ପ୍ରସ୍ତାବିତ ହକି ଷ୍ଟାଡିୟମ । ରାଉରକେଲାରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା…