Browsing Tag

SII

ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପୁଣେ – କରୋନା ଟିକା ‘କୋଭିସିଲ୍ଡ’ର ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) ର ନୂଆ ପ୍ଲାଣ୍ଟର ଟର୍ମିନାଲ-୧ରେ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛି । ଏହି ଅଗ୍ନିକାଣ୍ଡରେ…

ସେରମ୍ ଇନଷ୍ଟିଚ୍ୟୁଟରୁ ‘କୋଭିସିଲ୍ଡ’ ଟିକାର ପ୍ରଥମ ବ୍ୟାଚ୍ ପଠାଗଲା, ୧.୧ କୋଟି ଡୋଜ୍ ପାଇଁ ଅର୍ଡର…

ନୂଆଦିଲ୍ଲୀ - ଜାନୁଆରୀ ୧୬ ରୁ ଦେଶରେ ଟୀକାକରଣ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । କଡା ସୁରକ୍ଷା ମଧ୍ୟରେ ମଙ୍ଗଳବାର ସକାଳେ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଉତ୍ପାଦନ କେନ୍ଦ୍ରରୁ 'କୋଭିଶିଲ୍ଡ' ଟିକାରର ପ୍ରଥମ ବ୍ୟାଚ୍ ପଠାଯାଇଛି।…

ସରକାରଙ୍କୁ ଡୋଜ୍ ପିଛା ୨୦୦, ବଜାରରେ ୧୦୦୦ ଟଙ୍କାରେ ବିକ୍ରି ହେବ କୋଭିସିଲ୍ଡ : ଆଦର ପୁନାୱାଲା

ନୂଆଦିଲ୍ଲୀ - ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ‘କୋଭିସିଲ୍ଡ’ ଟିକାର ପ୍ରଥମ ୧୦୦ ନିୟୁତ ଡୋଜ୍ କେନ୍ଦ୍ର ସରକାରଙ୍କୁ ରିହତି ଦରରେ ବିକ୍ରି କରାଯିବ । ସରକାରଙ୍କୁ ଡୋଜ୍ ପିଛା ୨୦୦ ଟଙ୍କାରେ ପ୍ରଥମ ୧୦୦ ମିଲିୟନ୍ ଡୋଜ୍ ଦିଆଯିବ । ସରକାରଙ୍କ ଅନୁମତି ମିଳିଲେ ବଜାରରେ ଏହି ଟିକା ଡୋଜ୍ ପିଛା…