Browsing Tag

Sitalsasthi

ସମ୍ବଲପୁର ଶୀତଳଷଷ୍ଠୀ: ବାହା ମଣ୍ଡପରେ ଯୁଗଳ ଦର୍ଶନ

ସମ୍ବଲପୁର : ସମ୍ବଲପୁର ଶୀତଳଷଷ୍ଠୀର ବହୁ ପ୍ରତିକ୍ଷୀତ ମୁହୁର୍ତ୍ତ , ଦେବ ଦମ୍ପତ୍ତିଙ୍କ ହାତଗଣ୍ଠି ପଡିବାର ସମୟକୁ ପ୍ରତ୍ୟେକଟି ମଣିଷ ଚାତକ ପରି ଅନାଇ ବସି ରହିଥାଏ । ଆଜି ଭୋର୍‌ରେ ସେହି ବ୍ରାହ୍ମ ମୁହୁର୍ତ୍ତରେ ପୁରୁଷ ଏବଂ ପ୍ରକୃତିର ମିଳନର ପର୍ବ ବା ସଂହାରକର୍ତ୍ତା ଆଶୁତୋଷଙ୍କ ସହ…

କୋରୋନା କଟକଣା ମଧ୍ୟରେ ଏ ବର୍ଷ ମଧ୍ୟ ସମ୍ବଲପୁର ଶୀତଳଷଷ୍ଠୀ, ଆଜି ରାତିରେ ଦେବଦଂପତ୍ତିଙ୍କ ବିହାହ

ସମ୍ବଲପୁର - ଆଜି ପବିତ୍ର ଶୀତଳଷଷ୍ଠୀ । ଦେବଦେବ ମହାଦେବଙ୍କ ସହ ମାଆ ପାର୍ବତୀଙ୍କ ବିବାହ ଉତ୍ସବ । ଗତବର୍ଷ ଭଳି ଏଥର ମଧ୍ୟ କୋଭିଡ କଟକଣାରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ପର୍ବ ନିରାଡମ୍ବର ଭାବେ ପାଳନ କରାଯିବ । ସମ୍ବଲପୁର ନନ୍ଦପଡାର ବାଲୁଙ୍କେଶ୍ୱର, ଝାଡୁଆପଡାର ଲୋକନାଥ ବାବା,…

ସମ୍ବଲପୁର ଶୀତଳଷଷ୍ଠୀ: ସରିଲା ଦେବ ନିମନ୍ତ୍ରଣ, କାଲି ବାରାତ୍ ରେ ବାହାରିବେ ମହାଦେବ

ସମ୍ବଲପୁର : ବିଶ୍ୱ ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଏବର୍ଷ ପୁଣି କରୋନା କଟକଣା ଯୋଗୁଁ ଫିକା ପଡି ଯାଇଛି । ହେଲେ ଆୟୋଜକଙ୍କ ଉତ୍ସାହ ଆଦୌ ଊଣା ହୋଇନାହିଁ । ଗତକାଲି ସୁଦ୍ଧା ସମସ୍ତ ମନ୍ଦିରର ପତରପେଣ୍ଡି ବା ନିର୍ବନ୍ଧ ଶେଷ ହୋଇଥିବା ବେଳେ ଆଜି ଦେବ ନିମନ୍ତ୍ରଣ ବା ଗୁଆଗୁଣ୍ଡା ନୀତି…