Browsing Tag

supreme court

ଗେଟ୍ ପରୀକ୍ଷା ସ୍ଥଗିତ ରଖିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: 'ଗ୍ରାଜୁଏଟ୍ ଆପଟିଚ୍ୟୁଡ୍ ଟେଷ୍ଟ ଇନ୍ ଇଞ୍ଜିନିୟରିଂ (ଗେଟ୍) ପରୀକ୍ଷା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏହି ପରୀକ୍ଷା ନିର୍ଦ୍ଧାରିତ ସମୟରେ ଫେବୃଆରୀ ୫ରେ ହେବ | କରୋନାର ତୃତୀୟ ଲହର ଯୋଗୁଁ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରି ସୁପ୍ରିମକୋର୍ଟରେ ଏକ…

ମାଗଣା ଯୋଜନାର ପ୍ରତିଶ୍ରୁତି ଦେଉଥିବା ଦଳର ମାନ୍ୟତା ରଦ୍ଦ ପାଇଁ ଆବେଦନ, କେନ୍ଦ୍ର ଓ ନିର୍ବାଚନ ଆୟୋଗକୁ…

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅଯୌକ୍ତିକ ପ୍ରତିଶ୍ରୁତି ଦେଉଥିବା ତଥା ମାଗଣା ଉପହାର ବଣ୍ଟନ କରୁଥିବା ଦଳର ମାନ୍ୟତା ରଦ୍ଦ କରାଯିବାକୁ ଆଗତ ଏକ ଆବେଦନର ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ନିର୍ବାଚନ…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଘର ନିର୍ମାଣ ପାଇଁ ଟଙ୍କା ମାଗିବା ଯୌତୁକ ଦାବି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ ଘର ନିର୍ମାଣ ପାଇଁ ଶ୍ବଶୁର ଘରକୁ ଟଙ୍କା ମାଗିବା ହେଉଛି ଯୌତୁକ ଦାବି। ସୁପ୍ରିମକୋର୍ଟ ଏହାକୁ ଅପରାଧ ବୋଲି କହିଛନ୍ତି। ଏଥିସହ କୋର୍ଟ ଏପରି ଏକ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୁପ୍ରିମକୋର୍ଟ…

ନିଟ୍-ପିଜିରେ ଇଡବ୍ଲ୍ୟୁଏସ୍ କୋଟା ମାମଲାର କାଲି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ୍-ପିଜି ଆଡମିଶନରେ ଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଲ୍ୟୁଏସ୍) କୋଟା ମାମଲାର ବୁଧବାର ଶୁଣାଣି କରିବେ ସୁପ୍ରିମକୋର୍ଟ। ଏହି ମାମଲାର ଶୀଘ୍ର ଶୁଣାଣି ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ। କେନ୍ଦ୍ର କୋର୍ଟଙ୍କୁ କହିଥିଲେ ଯେ ଇଡବ୍ଲ୍ୟୁଏସ୍ ପାଇଁ ସ୍ଥିର…

ନିଟ୍-ପିଜି ପାଇଁ ଇଡବ୍ଲ୍ୟୁଏସ୍ କୋଟା ମାମଲାର ଶୀଘ୍ର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ରର ନିବେଦନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ନିଟ୍-ପିଜିରେ ଆର୍ଥିକ ଦୁର୍ବଳ ଶ୍ରେଣୀ(ଇଡବ୍ଲ୍ୟୁଏସ୍) କୋଟା ପ୍ରସଙ୍ଗରେ ଶୀଘ୍ର ଶୁଣାଣି ପାଇଁ କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସରକାରଙ୍କ ତରଫରୁ ଏହି ଅନୁରୋଧ କରି…