Browsing Tag

WHO

କୋଭାକ୍ସିନକୁ ଖୁବ୍ ଶୀଘ୍ର ମିଳିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମଞ୍ଜୁରି

ନୂଆଦିଲ୍ଲୀ:ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ୍ ଭରତ ବାୟୋଟେକ୍ ର କୋଭିଡ୍-୧୯ ଟୀକା କୋଭାକ୍ସିନ୍ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି କହିଛନ୍ତି | ଖୁବ୍ ଶୀଘ୍ର ଏହି ଟିକାକୁ ଡବ୍ଲ୍ୟୁଏଚ୍ଓର ମଞ୍ଜୁରି ମିଳିବ ବୋଲି ସେ କହିଛନ୍ତି ।…

ବିଶ୍ୱରେ କୋଭିଡ-୧୯ରେ ରେକର୍ଡ ୪୦ ଲକ୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ମୃତ୍ୟୁ, ଇଣ୍ଡୋନେସିଆ ନୂଆ ହଟସ୍ପଟ୍

ଜେନିଭା: କୋଭିଡ -୧୯ରେ ବିଶ୍ୱରେ ଏପର୍ଯ୍ୟନ୍ତ ୪୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି । ଏସିଆର ଅନେକ ଦେଶରେ ସଂକ୍ରମଣ ବଢିବାରେ ଲାଗିଛି। ଏସିଆର ଲକ୍ଷ ଲକ୍ଷ ଲୋକ ନୂଆ ଲକଡାଉନର ସମ୍ମୁଖୀନ ହେଉଛନ୍ତି ଏବଂ ଇଣ୍ଡୋନେସିଆ ଏବେ ବିଶ୍ଵର ହଟସ୍ପଟ୍ ଭାବରେ ଉଭା ହୋଇଛି ବୋଲି ବିଶ୍ୱ…

ଡବ୍ଲ୍ୟୁଏଚ୍‌ଓ ସହ ଭାରତ ବାୟୋଟେକ୍‌ର ବୈଠକ ଆଜି, କୋଭାକ୍ସିନ ଟିକାକୁ ମିଳିପାରେ ସ୍ୱୀକୃତି

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭିଡ୍ ଟିକା ‘କୋଭାକ୍ସିନ’କୁ ଶୀଘ୍ର ସ୍ୱୀକୃତି ଦେଇପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) । କୋଭାକ୍ସିନ ପାଇଁ ଭାରତ ବାୟୋଟେକ୍ ଦ୍ୱାରା ଦାଖଲ କରାଯାଇଥିବା ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ୍ (ଇଓଆଇ)କୁ ଡବ୍ଲ୍ୟୁଏଚ୍‌ଓ ଗ୍ରହଣ…

କରୋନା ଷ୍ଟ୍ରେନ୍ ନାମକରଣ ନିୟମରେ ପରିବର୍ତ୍ତନ, ଭାରତରେ ଠାବ ଷ୍ଟ୍ରେନ୍ ‘ଡେଲ୍‌ଟା’ଓ ‘କପ୍ପା’ ଭାବେ ଜଣାଯିବ

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ଚିହ୍ନଟ କୋଭିଡ୍‌-୧୯ ଷ୍ଟ୍ରେନ୍ ନାମକରଣ ନିୟମରେ ପରିବର୍ତ୍ତନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) । ଭାରତରେ ପ୍ରଥମେ ଠାବ ହୋଇଥିବା କରୋନା ଭାରିଆଣ୍ଟ୍ ବି.୧.୬୧୭.୧କୁ ଏବେ ‘କପ୍ପା’ ଏବଂ ବି.୧.୬୧୭.୨କୁ ‘ଡେଲ୍‌ଟା’ କୁହାଯିବ । ସେହିପରି…